Odisha Link
Bridging the Missing Links in Odisha
Browsing Tag

Child Missing

ଘରକୁ ଫେରିଲେ ୫ଦିନ ହେବ ନିଖୋଜ ଥିବା…

ଓଏଲ୍‌ ବ୍ୟୁରୋ : ନୟାଗଡର ୧୨ବର୍ଷୀୟ ନାବାଳକ ୫ଦିନ ହେବ ନିଖୋଜ ଥିଲେ। ନିଖୋଜ ହେବାର ୫ଦିନ ପରେ ସୁରକ୍ଷିତ ଭାବେ ଘରକୁ ଫେରିଲେ ନୟାଗଡର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର। ଗତକାଲି ବିଳମ୍ବିତ ରାତିରେ ଘର ପାଖରେ ଆଣି କେହି ଜଣେ ଛାଡି ଦେଇଥିବା ସୂଚନା। ଅମ୍ରିତ ଟ୍ୟୁସନ ସାରି ଘରକୁ ଫେରିବା…

ପୁଣି ନୟାଗଡ଼ରେ ଶିଶୁ ନିଖୋଜ

ନୟାଗଡ଼: ନୟାଗଡ଼ରେ ପରୀ ଘଟଣା ଏବେବି ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଉ ଜଣେ ଶିଶୁ ନିଖୋଜ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ଖଣ୍ଡପଡ଼ା ବ୍ଲକ କିଆଝର ଗ୍ରାମରେ। କିଆଝରର ଲକ୍ଷ୍ମଣ ଲେଙ୍କାଙ୍କ ୬ବର୍ଷର ପୁଆ ଲୁଡୁ ମଙ୍ଗଳବାର ଅପରାହ୍ନ ୩ଟାରୁ ଘରଛାଡି କେଉଁଆଡେ ନିଖୋଜ ହୋଇଯାଇଥିବା…

ପୁଣି ଆଉ ଏକ ଶିଶୁ ନିଖୋଜ

ଗଜପତି: ରାଜ୍ୟରେ ପ୍ରତିଦିନ ଶିଶୁ ନିଖୋଜ ଓ ମୃତ୍ୟୁ ମାମଲା ଦେଖିବାକୁ ମିଳିଛୁ। ଅଚାନକ ଗାଁ ଦାଣ୍ଡରୁ ଗାଏବ ହୋଇ ଯାଉଛନ୍ତି କଅଁଳ ଶିଶୁ। କିଏ ମାସ ମାସ ଧରି ନିଖୋଜ ରହୁଛି ତ କାହାର ମୃତଦେହ ମିଳୁଛି। ଆଜି ପୁଣି ଶିଶୁ ନିଖୋଜ ନେଇ ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା କାଶୀନଗର ଏନଏସି କୁମୁଟି ସାହିର ୬…

ରାଜ୍ୟରେ ୨୬୫୮ ନାବାଳିକା ନିଖୋଜ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା। ରାଜ୍ୟରେ ଏହା ଏକ କରାଳ ସମସ୍ୟା ଭାବେ ଉଭା ହୋଇଛି। ଶିଶୁ ନିଖୋଜ ଘଟଣା ଏବେ ପୁଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କିଏ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଉଛି ତ ଆଉ କିଏ ମେଳାରେ ହଜି ଯାଉଛି। ଶିଶୁ ଚାଲାଣକୁ କେହି…