Odisha Link
Bridging the Missing Links in Odisha
Browsing Tag

commerce

ଯୁକ୍ତ ୨ ବାଣିଜ୍ୟ ଫଳାଫଳ: ଶ୍ରେଷ୍ଠ ୨ରେ…

ନୟାଗଡ଼: ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ। ବିଜ୍ଞାନ ଭଳି ବାଣିଜ୍ୟରେ ବାଜିମାତ କରିଛି ନୟାଗଡ଼ ଜିଲ୍ଲା। ରାଜ୍ୟରେ ମୋଟ ପାସ ହାର ୭୪.୯୫ ପ୍ରତିଶତ ଥିବାବେଳେ ନୟାଗଡ଼ ଜିଲ୍ଲା ସର୍ବାଧିକ ପାସ୍‌ ହାର ୮୮.୭୦ ପ୍ରତିଶତ ରହିଛି। ଯାହା ରାଜ୍ୟରେ ସର୍ବାଧିକ ।ଜିଲ୍ଲାର ଏହି ସଫଳତା ପାଇଁ ରାଜ୍ୟ…

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଫଳାଫଳ:…

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ଫଳାଫଳ। ଫଳାଫଳ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ପାସ୍‌ ହାର ୭୪.୯୫% ରହିଛି। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ୍‌ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତବର୍ଷ ମୋଟ ୨୫,୭୭୨…

ଆଜି ଯୁକ୍ତ ୨ ବାଣିଜ୍ୟ ଫଳାଫଳ: କେମିତି…

ଭୁବନେଶ୍ବର: ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ଫଳାଫଳ। ପୂର୍ବାହ୍ନ ୧୧ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ସମ୍ପର୍କରେ ଘୋଷଣା କରିବେ। ଏହାପରେ ଛାତ୍ରଛାତ୍ର ମାନେ http://www.orissaresults.nic.in/…

ଆଜି ଅପରାହ୍ନରେ ପ୍ରକାଶ ପାଇବ +୨ କଳା,…

ଭୁବନେଶ୍ବର: ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ୱେବସାଇଟ ଖୋଲାଯାଇଛି। www.orissaresults.nic.in ଏବଂ  www.chseodisha.nic.in  ମାଧ୍ୟମରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । କଳାରେ…

୨୧ରେ ବାହାରିବ ଯୁକ୍ତ ଦୁଇ କଳା, ବାଣିଜ୍ୟ…

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ୩ଟା ୩୦ ମିନିଟରେ ଫଳ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୨ ଲକ୍ଷ ୩୫ ହଜାର ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା…