Odisha Link
Bridging the Missing Links in Odisha
Browsing Tag

Congress

କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରାଜନୈତିକ ବାତାବରଣ ଉଷ୍ମ କରିଛି କଂଗ୍ରେସର ନିଷ୍ପତ୍ତି। କାରଣ…

ଭାଗ ଭାଗ ହୋଇଯିବ ବିଜେଡି: କଂଗ୍ରେସ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଯେଉଁ ମହାଡ୍ରାମା ଚାଲିଛି ତାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମହାରାଷ୍ଟ୍ର…

‘କେନ୍ଦ୍ରର ଚିଠି ଏକ ସ୍ବାଭାବିକ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେକଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କୁ ବିରୋଧୀଙ୍କ ବିରୋଧ ପରେ ବିଜେଡିର ପ୍ରତିକ୍ରିୟା। କ୍ଷମତା ହସ୍ତାନ୍ତର କରାଯାଇନି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। କ୍ଷମତା…

କଂଗ୍ରେସ ଏକ ଜାତୀୟ ଦଳ, ମତାନ୍ତର ରହିବା…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶେଷ ହୋଇଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା। ଏହରି ମଧ୍ୟରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେବା ନେଇ…

୧୦ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଏହାରି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ନିଜର ରାଜନୈତିକ ଗୋଟି ଚଳାଇବା ଆରମ୍ଭ କଲେଣି। ଏହାରି ମଧ୍ୟରେ ପିସିସି ଶୃଙ୍ଖଳା କମିଟି ପୁନଃଗଠନ କଲା ଏଆଇସିସି। ୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା…

ଭାରତର ସ୍ବାଧୀନତାରେ ରାଜଦଣ୍ଡ…

ଓଏଲ୍‌ ବ୍ୟୁରୋ: ନୂଆ ସଂସଦ ଭବନର ଉଦଘାଟନକୁ ନେଇ ବିବାଦ ପ୍ରଥମରୁ ଥିଲା। ହେଲେ ଏବେ ରାଜଦଣ୍ଡ ‘ସେଙ୍ଗୋଲ’କୁ ନେଇ ନୂଆ ଆଙ୍ଗେଲ ଏବେ ବିବାଦରେ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ସେଙ୍ଗୋଲ…

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମଥର ପାଇଁ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ। ଶେଷ ହେଲା ଉପନିର୍ବାଚନ ପାଇଁ ପ୍ରଚାର। ଝାରସୁଗୁଡ଼ାବାସୀ ବାଛିବେ ମନ ପସନ୍ଦର ନେତା। ମେ' ୧୦ରେ ପଡ଼ିବ ଭୋଟ୍। ଚଳିତ ଉପନିର୍ବାଚନକୁ ସୁରୁଖୁରରେ ପରିଚାଳିତ କରିବା ପାଇଁ ନିର୍ବାଚନ କମିଶନର ନେଇଛନ୍ତି ପଦକ୍ଷେପ। ସମସ୍ତ ବୁଥରେ ସକାଳ ୭ଟାରୁ ଭୋଟ…

ପ୍ରଚାରରେ କମ୍ପୁଛି ଝାରସୁଗୁଡା,…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର…

ଘର ଛାଡ଼ିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଅର୍ଥାତ୍‌ ୨୨ ଏପ୍ରିଲରେ ୧୨, ତୁଗଲକରେ ଥିବା ସରକାରୀ ଘର ଛାଡ଼ି ଦେଇଛନ୍ତି। ଏହାପୂର୍ବରୁ ରାହୁଲ ଏପ୍ରିଲ ୧୪ ତାରିଖରେ ତାଙ୍କ କାର୍ଯ୍ୟାଳୟ ଓ କିଛି ଜିନିଷ ମା' ସୋନିଆ ଗାନ୍ଧିଙ୍କ ବାସଭବନକୁ ନେଇ ଯାଇଥିଲେ। ଆଜି ଘର ଖାଲି କରିବା ସମୟରେ ରାହୁଲ କହିଛନ୍ତି,…

ଟିକେଟ୍‌ ନମିଳିବାରୁ କଂଗ୍ରେସରେ ମିଶିଲେ…

ଓଏଲ୍‌ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ହଟଚମଟ। ଭାରତୀୟ ଜନତା ପାର୍ଟି ଛାଡ଼ି କଂଗ୍ରେସରେ ଯୋଗ ଦେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଡିକେ ଶିବକୁମାର, ରଣଦୀପ ସୁରଜେଓ୍ବାଲାଙ୍କ ସମେତ ଆଉ କିଛି ନେତାଙ୍କ ଉପସ୍ଥିତିରେ ଶଟ୍ଟୋର…