Odisha Link
Bridging the Missing Links in Odisha
Browsing Tag

Corona Odisha

୮ ମାସର ରେକର୍ଡ ଭାଙ୍ଗିଲା କରୋନା

ଓଏଲ୍‌ ବ୍ୟୁରୋ: ସମଗ୍ର ବିଶ୍ବକୁ କଲବଲ କଲାଣି ମହାମାରୀ କରୋନା। ଭାରତରେ ମଧ୍ୟରେ ବିଗତ କିଛିଦିନ ହେବ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ମାମଲା। ଏସବୁ ମଧ୍ୟରେ ୮ ମାସର ରେକର୍ଡ ଭାଙ୍ଗିଲା ମହାମାରୀ। ଦୀର୍ଘ ୮ ମାସ ପରେ ବୁଧବାର ଦିନ ୩ ଲକ୍ଷରୁ ଅଧିକ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଦେଶରେ…

କରୋନା: ଦିନକରେ ୧୩୧ ଛୁଆ ପଜିଟିଭ

କରୋନା: ରାଜ୍ୟରେ ଉପର ତଳ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦିନେ ସଂଖ୍ୟା କମିବାରେ ଲାଗିଛି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ କେବଳ ୦-୧୮ ବର୍ଷ ବୟସର ୧୩୧ ଜଣ ଛୁଆ ପଜିଟିଭ ଚିହ୍ନଟ ହୋଇଛନ୍ତି।…

ତାଳଚେରରେ ଗଣେଶ ପୂଜା ମନା

ତାଳଚେର: ପ୍ରତିବର୍ଷ ତାଳଚେରରେ ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ତାଳଚେରରେ ଗଣେଶ ପୂଜା ଉପରେ ରୋକ ଲଗାଇଛି ତାଳଚେର ପ୍ରଶାସନ। ଚଳିତ ବର୍ଷ ଗଣେଶ ପୂଜା ଉପରେ ରୋକ୍ ଲଗାଇଛନ୍ତି ତାଳଚେର ଉପଜିଲ୍ଲାପାଳ। କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ଏଭଳି…

ରାଜ୍ୟରେ ୩୦୦ ଟପିଲା କରୋନା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ କରୋନ ସଂକ୍ରମଣରେ ଆଜି ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୦୦ ପାର କରିଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଆକ୍ରନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହିତ ରାୟଗଡ଼ାରୁ ୨, ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧାରୁ ଜଣେ…

କରୋନା: ଆଉ ୮୦୭ ସୁସ୍ଥ,ଗଞ୍ଜାମରୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆଜି ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୯୭୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି…