Odisha Link
Bridging the Missing Links in Odisha
Browsing Tag

Crime

ରାତିରେ ଶୋଇପଡ଼ିଲା ସ୍ବାମୀ, ସ୍ତ୍ରୀ କଲା…

ଜଗତସିଂହପୁର: ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦାଥାନା ଅନ୍ତର୍ଗତ ସଦେଇପୁର ଗାଁରେ। ପାରିବାରିକ କଳହରୁ ସ୍ବାମୀକୁ ଟାଙ୍ଗିଆରେ ହାଣିଲା ସ୍ତ୍ରୀ। ସ୍ବାମୀକୁ ହତ୍ୟା କରିବା ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଛି ସ୍ତ୍ରୀ। ମୃତ ବ୍ୟକ୍ତ ଜଣକ…

ବିଚ୍‌ ରାସ୍ତାରେ ହାଣିଲେ

ବାଲେଶ୍ୱର: ଆଜି ଦିନ ଦ୍ୱିପ୍ରହରରେ ରସାଲପୁର ଛକରେ ଜଣେ ବୃଦ୍ଧଙ୍କୁ ସେହି ଅଞ୍ଚଳର ଜଣେ ଯୁବକ ଏକ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବୃଦ୍ଧଙ୍କ ନାମ ପଞ୍ଚନନ ମହାଳି ବୟସ ୪୩ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ…

କାମ ଦେଉନି ପୁଲିସ ବ୍ୟବସ୍ଥାରେ ସଂସ୍କାର…

ଭୁବନେଶ୍ବର : ଅପରାଧ ନିୟନ୍ତ୍ରଣ ପାଇଁ ସରକାର ଯେତେ ପଦକ୍ଷେପ ନେଉଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି,ତାର ସାମାନ୍ୟତମ ପ୍ରଭାବ ପଡୁନାହିଁ । ପ୍ରତିବର୍ଷ ଗୃହ ବିଭାଗ ପାଇଁ ବଜେଟ ଅର୍ଥ ବୃଦ୍ଧି, ପୁଲିସ ଆଧୁନିକୀକରଣ, ଜନସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ୍ କିଛି ବି କାମ ଦେଉନି । ଅପରାଧ ସଂଖ୍ୟା…

ବୁଲେଟ୍‌ ସହ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ରମ୍ଭା ଥାନା ବିରୁଳିଗଡ଼ ରାସ୍ତା ଉପରେ ବୁଲେଟ୍ ସହ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ମୃତକଙ୍କ ପରିଚୟ ମିଳିଛି। ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ଅଶ୍ୱିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କ ମୁହଁରେ କ୍ଷତଚିହ୍ନ ରହିଛି। ତାଙ୍କର ହତ୍ୟା ହୋଇଛି ନା ଦୁର୍ଘଟଣାରେ ମୃତ୍ୟୁ ହୋଇଛି…

ଖୋର୍ଦ୍ଧାରେ ଏନକାଉଣ୍ଟର :ଖଣି ମାଫିଆଙ୍କ…

ଖୋର୍ଦ୍ଧା : ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ଖୋର୍ଦ୍ଧା ସହର ଟିଏଲସି ରୋଡର ଭାଲିଆବାଡି ଖେଳ ପଡ଼ିଆ ନିକଟରେ ଏନକାଉଣ୍ଟର ହୋଇଛି। ଖଣି ଓ ଡ୍ରଗସ୍ ମାଫିଆଙ୍କ ସହ କ୍ରାଇମବ୍ରାଂଚ ଏସଟିଏଫ ଟିମର ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୁର ସହଯୋଗୀ ମନୋରଞ୍ଜନ ଗୋଡ଼ରେ ଗୁଳି…

ଯାଜପୁର: ୨ ପୋଲିଂ କର୍ମଚାରୀ ଗିରଫ

ଯାଜପୁର: ନିର୍ବାଚନ ନୀତି ଉଲ୍ଲଂଘନ କରି ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ଗିରଫ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ପୁଲିସ ସେମାନଙ୍କୁ ତୁରନ୍ତ…