Odisha Link
Bridging the Missing Links in Odisha
Browsing Tag

Cylinder

ଗ୍ୟାସ ଦର ଆହୁରି କମିବାର ଥିଲା: ବିଜେଡି

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଗ୍ୟାସ ଦର କମାଇଛନ୍ତି। ଆଜିଠୁ ସିଲିଣ୍ଡର ପିଛା ଗ୍ୟାସ ଦର ଦୁଇ ଶହ ଟଙ୍କା କମାଇଛନ୍ତି ସରକାର। ଯାହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗ୍ୟାସ ଦର ଆହୁରି କମିବାର ଥିଲା। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ…

ମାର୍ଚ୍ଚ ପହିଲାରୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଜନସାଧାରଣଙ୍କୁ ମହଙ୍ଗା ମାଡ଼। ହୋଲି ପୂର୍ବରୁ ଜନତାଙ୍କ ଉପରେ ଲାଗିଲା ମହଙ୍ଗା ରଙ୍ଗ। କାରଣ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି। ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ କମର୍ସିଆଲ ଗ୍ୟାସ ଦର ଲମ୍ବା ଡିଆଁ…

ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ୨୦୨୩ ବର୍ଷକୁ ସ୍ବାଗତ କରିଛି। ସେହିପରି ଭାରତରେ ମଧ୍ୟ ନୂଆବର୍ଷ ଖୁବ୍‌ ଧୁମଧାମରେ ପାଳନ ହୋଇଛି। ହେଲେ ବର୍ଷ ଆରମ୍ଭର ପ୍ରଥମ ଦିନରୁ ହିଁ ମହଙ୍ଗା ମାଡ଼। ବର୍ଷର ପ୍ରଥମ ଦିନରୁ ହିଁ ବଢ଼ିଲା କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର। ୧୯…

ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର। ଦେଶର ତୈଳ ଓ ରନ୍ଧନ ଗ୍ୟାସ (ଏଲପିଜି) ମାର୍କେଟିଂ କମ୍ପାନିଗୁଡିକ ଆଜି ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ସିଲିଣ୍ଡର ପିଛା ୧୨୨ ଟଙ୍କା ହ୍ରାସ କରାଯାଇଛି। ଏହି ଘୋଷଣା ପରେ ଏବେ ଦିଲ୍ଲୀରେ ଏକ ସିଲିଣ୍ଡରର…