Odisha Link
Bridging the Missing Links in Odisha
Browsing Tag

Dakota

‘ଡାକୋଟା’ର କାହାଣୀ ଜାଣିବ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ଭୁବନେଶ୍ବର ବିମାନବନ୍ଦର ପରିସରରେ ପ୍ରବାଦ ପୁରୁଷଙ୍କ ବୀରତ୍ୱର ମୁକସାକ୍ଷୀ ‘ଡାକୋଟା’କୁ ଲୋକାର୍ପିତ କରିଛନ୍ତି ପୁଅ ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆଜିଠୁ ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ…

କ୍ରେନ୍‌ରୁ ଗଳିପତ଼ିଲା ଡାକୋଟା

ଓଏଲ୍‌ ବ୍ୟୁରୋ: ଆସନ୍ତା ୫ ତାରିଖରେ ପାଳନ ହେବ ବିଜୁ ଜୟନ୍ତୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିବେ। ଏଥିପାଇଁ ଦ୍ରୁତଗତିରେ ଭୁବନେଶ୍ବର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନର ସଂସ୍ଥାପନ କରାଯାଉଛି।…

ମାର୍ଚ୍ଚ ୫ ତାରିଖରେ ଲୋକାର୍ପିତ ହେବ…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତିକ୍ଷାର ଅନ୍ତ ଘଟି ନୂଆ ରୂପ ନେଉଛି ବିଜୁ ବାବୁଙ୍କ ଡାକୋଟା। କୋଲକାତାରୁ ଭୁବନେଶ୍ୱର ଆସିଥିବା ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି। ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ, ଦୁଇଟି ଚକ ସହ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ…

ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା

ଭୁବନେଶ୍ବର: ଓଡ଼ିଶାକୁ ଫେରିବ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। ଏନେଇ ଲୋକସେବା ଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିବେ ରାଜ୍ୟ ସରକାର। ଏହାକୁ ଲୋସେବା ଭବନରେ ବସିଥିବା ବୈଠକରେ ଅନୁମୋଦନ ମିିଳିଛି। ଓଡ଼ିଶା ଆସିବା ପରେ ଡାକୋଟାକୁ କେଉଁଠି…