Odisha Link
Bridging the Missing Links in Odisha
Browsing Tag

Damodar Rout

ଆରପାରିରେ ଦାମ ରାଉତ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ବର୍ଷିଆନ୍‌ ରାଜନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଶ୍ରୀ ରାଉତଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ପୁଅ ସମ୍ବିତ…

ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପେଟରେ ପାଣି ଜମିବା କାରଣରୁ ସେ ଗୁରୁତର ହୋଇଥିବା ସୂଚନା ରହିଛି। ବର୍ତ୍ତମାନ ତାଙ୍କର ଡାକ୍ତରଖାନାରେ ଡାଏଲିସିସ୍‌ ଚାଲିଛି। ବର୍ତ୍ତମାନ ସୁଦ୍ଧା…

ମୁଁ ବିଜେଡି ଛାଡ଼ିନି: ଦାମ

ଭୁବନେଶ୍ବର: ବିଜୁ ଜନତା ଦଳକୁ ମୁଁ ଛାଡ଼ିନି। ବିଜେଡି ମତେ ବହିଷ୍କାର କରିଛି। ବିଜୁ ବାବୁ ମୋତେ ଆଣିଥିଲେ, ନବୀନଙ୍କ ସହ କାମ କରିଛି। ଏଥିସହିତ ମୁଁ ନେତାଙ୍କ ବିରୋଧରେ କହିନି, ଦୁର୍ନୀତି ବିରୋଧରେ କହିଛି ବୋଲି ଦାମ କହିଛନ୍ତି। ସାମ୍ବାଦିକଙ୍କ ବିଜେଡି ଆଡ଼କୁ ଢଳୁଛନ୍ତି କି ପ୍ରଶ୍ନରେ ଏପରି ଉତ୍ତର…

ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ

ଭୁବନେଶ୍ବର: ବାପା ଦାମୋଦର ରାଉତଙ୍କ ରାସ୍ତା ଆପଣେଇ ପାରନ୍ତି ଝିଅ ପ୍ରୀତିନନ୍ଦା ରାଉତରାୟ। ପୂର୍ବରୁ ଭୁବନେଶ୍ବର ମହାନଗର ନିଗମରେ କର୍ପୋରେଟର ଥିବା ପ୍ରୀତିନନ୍ଦା ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଦୁଇଦିନ ତଳେ…

ଦାମ ରାଉତଙ୍କ ସହ ଲଢ଼ିବେ ପୁଅ ସମ୍ବିତ!

ଭୁବନେଶ୍ବର: ଆବଶ୍ୟକ ପଡ଼ିଲେ ବାପାଙ୍କ ବିପକ୍ଷରେ ଲଢ଼ିବି। ବାପା ଯଦି ବିଜେପିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ବିରୋଧରେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ମୁଁ ପ୍ରସ୍ତୁତ। ପୂର୍ବତନ ବିଜେଡି ନେତା ଦାମୋଦର ରାଉତ ଗତକାଲି ବିଜେପିରେ ଯୋଗଦେବା ପରେ ଏପରି ଦୃଢ଼ୋକ୍ତି ବାଢ଼ିଛନ୍ତି ତାଙ୍କ ପୁଅ ସମ୍ବିତ…

ଦିଲ୍ଲୀରେ ପଦ୍ମ ଧରିଲେ ଦାମୋଦର

ଭୁବନେଶ୍ବର: ବିଜାପିକୁ ରାଜ୍ୟରୁ ହଟାିବା ପାଇଁ କଂଗ୍ରେସ୍‌ ସହ ବିଜେଡିର ମେଣ୍ଟ ପ୍ରସ୍ତାବ ରଖୁଥିବା ଦାମୋଦର ରାଉତ ଆଜି ବିଜେପିକୁ ଆପଣେଇ ନେଇଛନ୍ତି। ଆଜି ସଂଧ୍ୟାରେ ନୂଆଦିଲ୍ଲୀର ବିଜେପି ଜାତୀୟ ମୁଖ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ…