Odisha Link
Bridging the Missing Links in Odisha
Browsing Tag

DEAD BODY

ଡଙ୍ଗାବୁଡ଼ି ଘଟଣା: ଦୁଇ ମୃତଦେହ ଉଦ୍ଧାର,୧…

କୋରାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ଘଟଣାରେ ନିଖୋଜ ୩ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଏବେ ମଧ୍ୟ ଆଉ ଜଣେ ନିଖୋଜ ରହିଛି। ନିଖୋଜ ଯୁବକଙ୍କୁ ଓଡ୍ରାଫ ଟିମ ଦ୍ୱାରା ଖୋଜାଖୋଜି ଜାରି ରଖିଛି। ସୂଚନାଯୋଗ୍ୟ ଯେ, ରବିବାର ପାଡୁଆ ଉପରସାହିର…

ଘର ଭିତରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଉଦଳା: ଘର ଭିତରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବେଲଡିହା ଗାଁରେ। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବେଲଡିହା ଗାଁରେ ବୃଦ୍ଧାଙ୍କ ମୃତଦେହ ମିଳିଛି। ମୃତକ ହେଲେ ଶର୍ମାମଣି ସେଠୀ।…

ବସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ଅଖା ବସ୍ତା ଭିତରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଆଜି କେନ୍ଦୁଝର ଜିଲ୍ଲାର ୨୦ ନମ୍ବର ଜାତୀୟ ରାଜପଥରେ ଅଖା ଭିତରେ ମୃତଦେହ ପଡି ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଅଖା ବସ୍ତାଟି ସମ୍ପୂର୍ଣ୍ଣ ଭାବେ ରକ୍ତରେ ଭିଜି ଯାଇଥିଲା। ମୃତଦେହ ପାଖରେ ଏକ ଟିଭିଏସ୍ ମୋପେଡ…

ଅନୁଗୁଳ ବିଷାକ୍ତ ମଦ ମୃତ୍ୟୁ ଘଟଣା:…

ଅନୁଗୁଳ: ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଆଉ ଜଣଙ୍କର ଜୀବନ ଚାଲିଯାଇଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁହୋଇଥିବାବେଳେ ଆଜି ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଉକ୍ତ ଗ୍ରାମର ପ୍ରମୋଦ ସାହୁ। ସେ ଅନୁଗୁଳ…

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଗତକାଲିଠୁ ନିଖୋଜ ଥିବା ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ବୋଲଗଡ଼ ଥାନା ଖରଡ଼ପାଲି ଗାଁ ନିକଟ ଜଙ୍ଗଲରୁ ଯୁବକଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏନେଇ ବାଙ୍କୋଇ ଫାଣ୍ଡି ପୋଲିସ ତନାଘନା ଜାରି ରଖିଛି। ପ୍ରକାଶ ଯେ,…

ମୃତକଙ୍କ ବେକରୁ ସୁନା ଚେନ ଚୋରି

କଟକ :କଟକ ବଡ଼ ମେଡ଼ିକାଲ ଏକ ଅଭାବନୀୟ ଘଟଣା ଘଟିଛି । ଶବ ବେକରୁ ଚେନ ଚୋରି ହୋଇଯାଇଛି । ସକାଳେ ମୃତ ମହିଳାଙ୍କ ବେକରେ ଝୁଲୁଥିବା ଚେନ ସଞ୍ଜରେ ଗାଏବ ହୋଇଯାଇଥିଲା । ମୃତାଙ୍କ ପୁଅ ଏହା ଅଭିଯୋଗ କରିଛନ୍ତି । ତେବେ ବଡ ମେଡିକାଲର ଆଇସୋଲେସନ ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଭୁବନେଶ୍ୱର…

ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା

ବାଲିଗୁଡ଼ା: ପୁଣି କରୋନାରା ଗଲା ଆଉ ଜଣେ ଯୋଦ୍ଧାଙ୍କ ଜୀବନ। ଦୀର୍ଘ ୧୫ ଦିନ କାଳ କରୋନା ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ କନ୍ଧମାଳ ଜିଲ୍ଲା ପୁଲିସ୍‌ରେ କାର୍ଯ୍ୟରତ କନଷ୍ଟେବଳ ବାଲି କହଁର। କରୋନାରେ ମୃତ୍ୟୁ ହେବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।…

ରେଳ ଲାଇନ୍ କଡ଼ରୁ ଯୁବକଙ୍କ ମୃତଦେହ…

ବଲାଙ୍ଗୀର: ବଲାଙ୍ଗୀର କଣ୍ଟାବାଞ୍ଜି କରଲା ଫାଟକ ରେଳ ଲାଇନ କଡ଼ରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକଜଣକ ହେଲେ ବେଲପଡ଼ା ଗାଁର ମହେନ୍ଦ୍ର ପୋଡ଼। ମହେଦ୍ର ଡ୍ରାଇଭର ଭାବେ କଣ୍ଟାବାଞ୍ଜିର ଏକ ଟ୍ରାନ୍ସପୋର୍ଟ କମ୍ପାନିରେ କାମ କରୁଥିଲେ। ପରିବାର ଲୋକ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି।…

ରାସ୍ତାରେ ପଡ଼ିଛି ଯୁବକଙ୍କ ମୃତଦେହ

ନୂଆପଡ଼ା: ହାତ ଗୋଡ଼ ବନ୍ଧା ଅବସ୍ଥାରେ ରାସ୍ତାରେ ପଡିଛି ଯୁବକଙ୍କ ମୃତଦେହ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଥାନା ଝିଲମିଲା-ରତିପାଲି ରାସ୍ତା ମଝିରେ। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଚି । ଯୁବକଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ…

ଶିକାରୀ ଗୁଳିରେ ଶିକାର ହୋଇଗଲେ ସାଥୀ

ରାୟଗଡ଼ା: ବାର‌ହା ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ଶିକାରୀଙ୍କ ଗୁଳି ମାଡ଼ରେ ଗଲା ସାଥୀଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅଣ୍ଡରାକଞ୍ଚ ଥାନା ଖାଇଲାଯୋଡ଼ି ଗାଁରେ। ଅଭିଯୁକ୍ତମାନେ ଏହି ମାମଲାକୁ ରଫାଦଫା କରିଦେବାକୁ ଉଦ୍ୟମ ଚଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ…