Odisha Link
Bridging the Missing Links in Odisha
Browsing Tag

DEAD BODY

ମହିଳାଙ୍କ ମୁଣ୍ଡକାଟ ଘଟଣା: ତଣ୍ଟି ଚିପି…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟ ଘଟଣା ଏବେ ନୂଆ ମୋଡ଼ ନେଇଛି। ମହିଳାଙ୍କ ହତ୍ୟା ଘଟଣାର ପୋଷ୍ଟମର୍ଟମ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ହେଇଥିବା ସୂଚନା ମିଳିଛି। ମହିଳାଙ୍କୁ ତଣ୍ଟିଚିପି ହତ୍ୟା ପରେ…

ରାଜଧାନୀରେ ମୁଣ୍ଡ ବିହୀନ ମୃତ ଦେହ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର। ଏହା ରାଜଧାନୀରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି। ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ପଡ଼ଛି ମୃତଦେହ। ଘଟଣାସ୍ଥଳରେ କମିଶନରେଟ୍‌ ପୁଲିସର ଏକ ଟିମ୍‌ ପହଁଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ମହିଳାଙ୍କୁ ହତ୍ୟା କରିବା ପରେ…

ନିଖୋଜ ଯୁବକଙ୍କ କଟା ମୁଣ୍ଡ ଉଦ୍ଧାର

ସୁନ୍ଦରଗଡ଼: ନିଖୋଜ ଯୁବକଙ୍କ କଟା ମୁଣ୍ଡ ଉଦ୍ଧାର। କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂହ ନିଖୋଜ ନିଖୋଜ ପରଦିନ ଠାରୁ ବିଭିନ୍ନ ସ୍ଥାନରୁ ମିଳୁଛି ରମେଶ ସିଂହ ଶରୀରର ବିଭନ୍ନ ଅଂଶ। ଗତକାଲି କଟା ହାତ ଓ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଭବାନରପୁର ଶୀତଳଭଣ୍ଡାର…

୧୫ ଘଣ୍ଟା ହେଲା ପଡ଼ି ରହିଛି ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଟାଙ୍ଗରଗାଁ କଠର ପଡା ନିକଟରେ ୧୫ ଘଣ୍ଟା ହେଲା ରାସ୍ତାରେ ପଡିରହିଛି ୨ ମୃତଦେହ। ଗତକାଲି ବୋଲେରୋ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ପଡ଼ି ରହିଛି ମୃତଦେହ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ…

ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ…

କଟକ: କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀର ଏକ ବନ୍ଦ ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ଭିତରେ ମାଆ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତଳେ ତାର ଝିଅ ପଡିଥିଲା । ଏନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଆଝିଅଙ୍କ ମୃତ୍ୟୁ ପଛର କାରଣ କଣ ଜଣାପଡିନି। ଦୁହେଁ…

ସନ୍ଦେହ ଘେରରେ ବୃଦ୍ଧଙ୍କ ମୃତଦେହ

ନୟାଗଡ: ଘର ବାରିପଟୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବୃଦ୍ଧଜଣକ ହେଲେ ତେଲିପାଟଣା ଗାଁର ବ୍ରଜ କିଶୋର ସାହୁ। ଏହି ଘଟଣାଟି ନୟାଗଡ ଜିଲ୍ଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତ ତେଲିପାଟଣା ଗାଁରେ ଘଟିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ ଯେ, ବ୍ରଜ ଶୁକ୍ରବାର ସନ୍ଧ୍ୟାରେ…

ନିଖୋଜ ଥିବା କଲେଜ ଛାତ୍ରଙ୍କର ମୃତ ଦେହ…

କାଲିମେଳା: ଆଜି ସକାଳୁ ନାମକଣ୍ଡା ଗ୍ରାମ ନିକଟରୁ ନିଖୋଜ ଥିବା କଲେଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସେ ଗତ ଦୁଇଦିନ ହେଲା ପୋଟେରୁ ନଦୀରେ ନିଖୋଜ ଥିଲେ। ମୃତକ ଜଣକ ହେଲେ ରାକେଶ ମଣ୍ଡଳ। ତାଙ୍କ ମୃତ ଶରୀରଟି ଭେଙ୍କଟପାଲମ ଠାରୁ ଭାସି ଭାସି ଆଜି ସକାଳେ ନାମକଣ୍ଡା ଗ୍ରାମ ନିକଟରେ ଲାଗିଥିଲା।…

୧୫ଦିନ ପରେ ଜଙ୍ଗଲରୁ ମୃତଦେହ ଠାବ

ସାନଖେମୁଣ୍ଡି : ଆଜି ଜଙ୍ଗଲରେ ଏକ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛିି। ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଛଣବଗଡ ଗାଁର ସାଇବାଣୀ ମଲ୍ଲିକ। ସେ ଦିର୍ଘ ୧୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ। ଗ୍ରାମବାସୀ ମାନେ ଜଙ୍ଗଲରେ ପୋତାହୋଇଥିବା ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲେ।…

ଜଳକ୍ରୀଡ଼ା ହେଲା କାଳ, ଲିଭିଗଲା ୩…

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ୫ଜଣ କଲେଜ ପଢ଼ୁଆ ଛାତ୍ର ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତର କାଠସଙ୍ଗଡ଼ା ଘାଟକୁ ବୁଲିବାକୁ ଆସି ନଦୀଜଳରେ ଗାଧୋଇବାର ମଜା ଉଠାଉଥିବା ବେଳେ ଅଚାନକ ୩ ଜଣଙ୍କ ସାଙ୍ଗ ବୁଡ଼ିଯିବା ଏବଂ ପ‌ରେ ସେମାନଙ୍କ ସଲିଳ ସମାଧି ଉଦ୍ଧାର ଘଟଣାକୁ ସହଜରେ ଗ୍ରହଣ କରିପାରୁ…

ସଂଘବଦ୍ଧ ଆକ୍ରମଣ ଦୁଇ ଭାଇ ମୃତ

ସମ୍ବଲପୁର: ପୂର୍ବ ଶତ୍ରୁତାକୁ ନେଇ ରକ୍ତରଞ୍ଜିତ ହେଲା ବୁର୍ଲା । ସଂଘବଦ୍ଧ ଆକ୍ରମଣରେ ୨ଭାଇଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ମୁନ୍ନା ବିଷୋୟୀଙ୍କ ମୃତ୍ୟୁ ହୋଇଛି। ବୁଲୁ ଓ ମୁନ୍ନା ୨ପୁଅଙ୍କୁ ହରାଇ ସାରିଥିବା ବେଳେ ସ୍ୱାମୀ-ସ୍ତ୍ରୀ ପିତବାସ ଓ ସଙ୍ଗୀତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।…