Odisha Link
Bridging the Missing Links in Odisha
Browsing Tag

DEAD BODY

ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର,…

ପଟ୍ଟାମୁଣ୍ଡାଇ : ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ପୋଡି ମାରି ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏଭଳି ଅଭିଯୋଗ ମୃତ ମହିଳାଙ୍କ ବାପଘର ଲୋକ ଆଣିଛନ୍ତି। ମୃତକ ଜଣଙ୍କ ହେଲେ ମନୋହର ବିଶ୍ବାଳଙ୍କ ଝିଅ ଗୀତାଞ୍ଜଳି ବିଶ୍ବାଳ। ବଢ଼େଇ ପଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପ୍ରକାଶ ଯେ, ଦୀର୍ଘ ୮ ବର୍ଷ…

ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ…

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ ଷ୍ଟେସନ ନିକଟରେ ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟଲୋକ ମୃତଦେହ ଦେଖି ଆରପିଏଫକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆରପିଏଫ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳିନଥିବା…

ମନ୍ଦିର ନିକଟରୁ ନବଜାତ ଶିଶୁର ମୃତଦେହ…

ବ୍ରହ୍ମପୁର: ମନ୍ଦିର ନିକଟରୁ ନବଜାତ ଶିଶୁର ମୃତଦେହ ଠାବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳ ନିକଟରୁ। ଏକ ମନ୍ଦିର ନିକଟରେ ନବଜାତ ଶିଶୁର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ, ବ୍ରହ୍ରପୁର ଆଙ୍କୁଲି ଶିଳ୍ପାଞ୍ଚଳର ଏକ ମନ୍ଦିର ନିକଟରେ ଏକ ନବଜାତ…

ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ…

ପାରଳାଖେମୁଣ୍ଡି: ଏକ ବନ୍ଦ ଘର ଭିତରୁ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଆରିବା ଗାଁରେ ଘଟିଛି। ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହା ହତ୍ୟା ନା ଆତ୍ମହତ୍ୟା…

କୂଅରୁ ମିଳିଲା ମା’ ଝିଅଙ୍କ ମୃତଦେହ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ହରି କାଉଡ଼ି ଓ ତାଙ୍କ…

ରେଲୱେ ବ୍ରିଜ୍ ତଳୁ ଶିଶୁକନ୍ୟାର ମୃତଦେହ…

ଗଞ୍ଜାମ: ଛତ୍ରପୁର ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ ଅଭାବନୀୟ ଘଟଣା ଘଟିଛି। କନ୍ୟାସନ୍ତାନକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗୋଟିଏ ଛୋଟ ଝିଅର ମୃତ ଦେହ କିଛି ସ୍ଥାନୀୟ ଲୋକ ପ୍ରଥମେ ଦେଖିଥିଲେ। ବଡ଼ଶଙ୍ଖ ଦେଇ ଯାଇଥିବା ରେଳ ବ୍ରିଜ୍‌ ପାଖରେ ଏହି ଝିଅଟିକୁ କେହି…

ହୋଟେଲ୍‌ ରୁମ୍‌ରୁ ମିଳିଲା ସାଂସଦଙ୍କ…

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ମିଳିଲା ସାଂସଦଙ୍କ ମୃତଦେହ। ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ଦାଦାର ନଗର ହାବେଲିର ସାଂସଦ ମୋହନଭାଇ ସଞ୍ଜିଭାଇ ଡେଲକର। ମିଳିଥିବା ସୂଚନା ମୁତାବିକ ତାଙ୍କ ମୃତ ଦେହ ମୁମ୍ବାଇ ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟଲେରୁ ମିଳିଛି। ହୋଟେଲରୁ ତାଙ୍କ ହାତଲେଖା ଏକ ସୁଇସାଇଡ୍…

ଉଦ୍ଧାର ହେଲା ମା-ପୁଅଙ୍କ ଝୁଲନ୍ତା…

ରାୟଗଡ଼ା: ଛୋଟ ପୁଅ ସହ ମହିଳାଙ୍କ ଝୁଲନ୍ତା ଉଦ୍ଧାର କରାଯାଇଛି। ରାୟଗଡ଼ା ଜିଲ୍ଲା ଜେକେ ପେପର ଏସପିଟି କଲୋନୀ ଘର ଭିତରୁ ୨ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଦୁଇ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନି। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି…

ବ୍ରହ୍ମପୁରରେ ଘୁଷୁରୀ ମଡ଼କ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘୁଷୁରୀ ମଡ଼କ। ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆଜି ୪ଗୋଟି ଘୁଷୁରୀ ମଡ଼କ ଦେଖିବାକୁ ମିଳିଛି। ମୃତଦେହ ଗୁଡ଼ିକୁ ସହରର ଶେଷ ପାଖ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ପୋତି ଦିଆଯାଇଛି। କେଉଁ କାରଣରୁ ଘୁଷୁରୀଙ୍କର ମୃତ୍ୟୁ ହେଉଛି ତାହା…

ଘର ଭିତରୁ ଉଦ୍ଧାର ହେଲା ବୃଦ୍ଧ…

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟରୁ ଫ୍ୟାନ ପୋଡ଼ିଯାଇ ଶ୍ୱାସରୁଦ୍ଧ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସକାଳ ସମୟରେ ପରିବାର…