Odisha Link
Bridging the Missing Links in Odisha
Browsing Tag

Deogarh

ଏସ୍‌ଏଚଜି ପାଚେରୀ ଭାଙ୍ଗିଦେଲେ ବିଜେପି…

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ କାର୍ଯ୍ୟକଳାପକୁ ନେଇ ଦେବଗଡ଼ ରାଜନୀତି ସରଗରମ। ଅଭିଯୋଗ ମୁତାବିକ, ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କରୁଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ। ସୂଚନା ଅନୁଯାୟୀ, ଦେବଗଡ଼ ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ…

ଅଜଣା ଜନ୍ତୁ ଆତଙ୍କ, ମରିଗଲେ ୧୨ ଛେଳି

ଦେବଗଡ଼: ଅଜଣା ଜନ୍ତୁ ଆତଙ୍କରେ ମରିଗଲେ ୧୨ଟି ଛେଳି। ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କର ମୃତ୍ଯୁ ହୋଇଥିଲା ବେଳେ ଏବେ ଦେବଗଡ ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଛି। ଦେବଗଡ ଜିଲ୍ଲା ବାରକୋଟର ଚକଡିହୀ ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ଛେଳିଙ୍କର ମୃତ୍ଯୁ ହୋଇଥିବା ବେଳେ ୨୫ରୁ ଅଧିକ…

କରୋନା: ୩ ନୂଆ ଜିଲ୍ଲାରେ କୋଲକାତା…

ଭୁବନେଶ୍ବର: କୋଲକାତା ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଠାବ ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ବର ମଧ୍ୟରେ ଏହା ସୀମିତ ଥିବା ବେଳେ ଆଜି ଆଉ ୩ ଜିଲ୍ଲାରେ କୋଲକାତା ଫେରନ୍ତାଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। କେନ୍ଦୁଝର, ଦେଓଗଡ଼ ଓ…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ବହୁ…

ଦେବଗଡ: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମେଡିଲାକରେ ଭର୍ତ୍ତି କରିଛନ୍ତି ।…

ପୋଖରୀରୁ ମିଳିଲା ଶିକ୍ଷକଙ୍କ ମୃତଦେହ

ଦେବଗଡ: ଘରଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ପୋଖରୀରୁ ମିଳିଛି ମୃତଦେହ। ଶିକ୍ଷକଙ୍କୁ କେହି ହତ୍ୟା କହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡା ଗାଁର ନିକଟସ୍ଥ ପୋଖରୀରୁ ଶିକ୍ଷକଙ୍କ ମୃତଦେହ…