Odisha Link
Bridging the Missing Links in Odisha
Browsing Tag

dhenkanala

ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା;…

ଓଏଲ୍‌ ବ୍ୟୁରୋ: ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ। ଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲାର ଯୋରନ୍ଦା ମହିମାଗାଦି ପୀଠ। ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ହୋଇ ସାରିଛି। ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା…

ମାଟିରେ ମିଶିଲା ବିଶାଳକାୟ ଚିମିଣି

ଓଏଲ୍‌ ବ୍ୟୁରୋ: ମାଟିରେ ମିଶିଲା ୧୬୦ ମିଟର ଉଚ୍ଚତା ବିଶିଷ୍ଠ ଚିମିଣି। ଲାନ୍‌କୋ କମ୍ପାନୀ ଦ୍ବାରା ନିର୍ମିତ ବିଶାଳକାୟ ଚିମିଣି ଭାଙ୍ଗିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ। ଲାନ୍‌କୋ କମ୍ପାନୀ କାର୍ଯ୍ୟକ୍ଷମ ନହେବାରୁ ଏହା ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିଥିଲା। ଯାହାଫଳରେ ଏହାକୁ ଭାଙ୍ଗିବାକୁ…

ବାହାଘର ପୂର୍ବରୁ ଚମ୍ପଟ ମାରିଲା ବର,…

ଢେଙ୍କାନାଳ: ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ। ପ୍ରେମ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି। କିଛି ସମୟ ପରେ ବରଣମାଳା ପିନ୍ଧିଥାନ୍ତେ ଉଭୟେ। ବିବାହ ପାଇଁ କନ୍ୟା ହେଉଥିଲା ସଜବାଜ। ହେଲେ ବିବାହ ପୂର୍ବରୁ ଘରୁ ମିଳିଲା କନ୍ୟାର ଝୁଲନ୍ତା ମୃତଦେହ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ…

ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ,…

ଢେଙ୍କାନାଳ: ମୁହାଁମୁହିଁ ହେଲେ ବିଜେଡି ନେତା। କରୋନା କାଳରେ ବିଜେଡି ସାଂସଦ ଓ ବିଧାୟକ ମୁହାଁମୁହିଁ ହୋଇଛନ୍ତି। କୋଭିଡ କେୟାର ସେଣ୍ଟର ଉଦଘାଟନକୁ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି । କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନ ନେଇ ବିଜେଡିର ୨ ନେତା ଢେଙ୍କାନାଳ ସାଂସଦ ଓ ପାଲଲହଡ଼ା ବିଧାୟକ ମୁହାଁମୁହିଁ।…

ହସ୍ପିଟାଲ ଯିବେ କହି ଘରୁ ଆସିଥିଲେ…

ଢେଙ୍କାନାଳ: ଘରେ ହସ୍ପିଟାଲ ଯିବେ କହି ବାହାରିଥିଲେ କଲେଜ ଛାତ୍ରୀ। ତାପରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଆଉ ଏବେ ମିଳିଛି ମୃତଦେହ। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳର ନିଖୋଜ ଥିବା ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲାରୁ ଉଦ୍ଧାର ହୋଇଛି। ଅପରପକ୍ଷେ ସଦର ଥାନା ପୁଲିସ ଜଣଙ୍କୁ…

ଗର୍ଭବତୀ ସ୍ତ୍ରୀକୁ ହାଣି ହତ୍ୟା କଲା…

କଙ୍କଡ଼ାହାଡ଼: କଳି ହେଲା କାଳ, ଯେଉଁଥିପାଇଁ ସ୍ତ୍ରୀଙ୍କୁ ନିଜ ଜୀବନ ହାରିବାକୁ ପଡ଼ିଲା। ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ବାମୀ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ପଙ୍ଗାତିରା ଗାଁରେ। ଏହି ଘଟଣା…

ଢେଙ୍କାନାଳ ପୁଲିସ୍‌କୁ ବଡ଼ ସଫଳତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳା ସିରିଜ ଲୁଟ୍ ଘଟଣାରେ ଢେଙ୍କାନାଳ ପୁଲିସକୁ ମିଳିଛି ବଡ଼ ସଫଳତା। ୭ଜଣିଆ ଦୃଦାନ୍ତ ଲୁଟେରା ଗ୍ୟାଙ୍ଗ କୁ ଧରିଛି ଢେଙ୍କାନାଳ ପୁଲିସ୍। ଅଭିଯୁକ୍ତମାନଙ୍କ ଠାରୁ ୭ଟି ବାଇକ୍‌, ୪ଟି ମୋବାଇଲ, ୩ଟି ଲାପଟପ୍‌ ଓ ୩ଟି ବାୟୋମେଟ୍ରିକ ଡିଭାଇସ୍‌ ସହ ଭୁଜାଲି, ଖଣ୍ଡା ଓ ଲୁହାରଡ ଜବତ…