Odisha Link
Bridging the Missing Links in Odisha
Browsing Tag

Discharged

ଏମ୍‌ସରୁ ଡିସ୍‌ ଚାର୍ଜ ହେଲେ ଅମିତ ଶାହା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରୁ ଡିସ୍‌ ଚାର୍ଜ ହେଲେ ଗୃହ ମନ୍ତ୍ରୀ ଅମିତ ଶାହା। ଆଡମିଶନ୍ ହେବାର ଚାରି ଦିନ ପରେ ଆଜି ହସ୍ପିଟାଲ୍‌ରୁ‌ ଡିସ୍‌ ଚାର୍ଜ ହେଇଛନ୍ତି ଶାହା। କରୋନା ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହେବାରୁ ଦିଲ୍ଲୀ ଏମ୍‌ସରେ ଆଡମିଶନ ହୋଇ ଥିଲେ ଶାହା। ଅମିତ ଶାହା ସୋମବାର ଠାରୁ…

କରୋନା: ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ…

ନୂଆଦିଲ୍ଲୀ: ବିଜେପି ନେତା ତଥା ଦଳର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କରୋନା ଲକ୍ଷଣ ଦେଖାଯିବା ପରେ ଗୁରୁଗାଓଁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏବେ ସୁସ୍ଥ ହୋଇ ଡିସର୍ଚାଜ ହୋଇ ଘରକୁ ଫେରିଛନ୍ତି। ଏନେଇ ନିଜେ ଶ୍ରୀ ପାତ୍ର ଟୁଇଟ କରି ଜଣାଇଛନ୍ତି। ମେଡାଣ୍ଟା…

କରୋନାକୁ ହରାଇଲେ ବ୍ରିଟେନ…

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ନିକଟରେ ଗୁରୁତର ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ଭଲ ହୋଇ ଡାକ୍ତରଖାନାରୁ ଫେରିଛନ୍ତି। ତେବେ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତର ମାନେ ବାରଣ କରିଛନ୍ତି। କିଛି ସପ୍ତାହ ତଳେ ଜନସନ୍ କରୋନା ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ଭର୍ତ୍ତି…