Odisha Link
Bridging the Missing Links in Odisha
Browsing Tag

Dr Arun Kumar Sahoo

ଓଡ଼ିଶା ୧ ନମ୍ବର, ରାଜ୍ୟରେ ୭୯ଟି ଶୀତଳ…

ଓଏଲ୍‌ ବ୍ୟୁରୋ: କରୋନା କାଳରେ ରାଜ୍ୟରେ ବଢ଼ିଛି କୃଷୀ ଉତ୍ପାଦନ। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏଥିସହିତ ସମଗ୍ର ଦେଶରେ ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର ରାଜ୍ୟ ହୋଇଛି। ସେହିପରି ବାଇଗଣ ଉତ୍ପାଦନରେ ଓଡ଼ିଶାରେ ଦୁଇ ନମ୍ବରରେ ରହିଛି। ସେହିପରି ଚାଉଳ…

ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ…

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ୍‌ ହୋଇଥିବା ସନ୍ଦେହ ଉପୁଜିଛି। ଏ ନେଇ ନିଜେ ଡ. ସାହୁ ତାଙ୍କ ଅନ୍ୟ ଏକ ଫେସ୍‌ବୁକ୍‌ ପ୍ରୋଫାଇଲରେ ସୂଚନା ଦେଇଛନ୍ତି। Dr. Arun Kumar Sahoo ନାମରେ ତାଙ୍କର ଏକ…

ଗହ୍ମା ପୂର୍ଣ୍ଣିମାରେ ଗୋ-ସେବା କଲେ…

ନୟାଗଡ଼: ସ୍ଥାନୀୟ ବିଧାୟକ ତଥା ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଗହ୍ମା ପୂର୍ଣ୍ଣିମା ଅବସରରେ ଗୋ-ସେବା କରିଛନ୍ତି। ଗତବର୍ଷ ଏହି ଦିନରେ ସ୍ଥାନୀୟ ଚାଷକୂଳଙ୍କ ଉପସ୍ଥିତିରେ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଥିବା ବେଳେ ଏ ବର୍ଷ କୋଭିଡ୍‌ କଟକଣା କାରଣରୁ ଏହା ସାଙ୍କେତିକ…

ଜୁଲାଇ ୨୪ ସୁଦ୍ଧା ଶେଷ ହେବ +୩ ଶେଷ ବର୍ଷ…

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା +୩ ମହାବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ ର ୬ଷ୍ଠ ସେମିଷ୍ଟାର ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ହେବ। ସେହିପରି…

ଅକ୍ଷିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ…

ନୟାଗଡ଼: ଆଜି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ରାଜ୍ୟରେ ରବି ଫସଲ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି କୃଷକ ସମାଜ। ଏ ଅବସରରେ ନୟାଗଡ଼ ସହର ନିକଟସ୍ଥ ଜଣେ ଚାଷୀଙ୍କ ଜମିରେ ନିଜେ ଜମି ଚାଷ କରିବା ସହ ଧାନ ବୁଣି ଅକ୍ଷିମୁଠି ଅନୁକୂଳ କରିଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ପରମ୍ପରା ଅନୁସାରେ…

କୃଷକଙ୍କ ପାଇଁ ଲକ୍‌ଡାଉନ୍‌ କୋହଳ କଲେ…

ଭୁବନେଶ୍ବର: ଏବେ ରବି ଫସଲ ଅମଳ ସମୟ। ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ କୃଷିଜାଦ ଦ୍ରବ୍ୟ ଚାଷୀମାନେ ଉତ୍ପାଦନ କରୁଛନ୍ତି। ସୁରୁଖୁରୁରେ ସେମାନେ କିଭଳି ସେ ସବୁ ଜମିରୁ ଆଣିପାରିବେ ଏବଂ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ ସେଥିପ୍ରତି ଗୁରୁତ୍ବ ଦେଇ ସରକାର ଲକ୍‌ଡାଉନ୍‌ କଟକଣାକୁ କୋହଳ କରିଥିବା…