Odisha Link
Bridging the Missing Links in Odisha
Browsing Tag

Drowned

ନଦୀରେ ବୁଡ଼ି ୨ ନାବାଳକ ମୃତ

ଲମତାପୁଟ: ମାଛ ଧରିବା ସମୟରେ ନଦୀରେ ବୁଡି ୨ ନାବାଳକଙ୍କର ମୃତ୍ୟୁ ଘଟିଛି। ପାତାଳି ପଡେ଼ଇସିଙ୍ଗ ଘାଟରେ ବୁଡ଼ି ଉଭୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଉଭୟ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ, ଉଭୟ ନାବାଳକ ଆଜି ମାଛ…

ନାଳରେ ବୁଡ଼ି ଦୁଇ ଶିଶୁକନ୍ୟା ମୃତ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼ ହାଟପଡ଼ା ନିକଟ ନାଳରେ ଗାଧୋଉଥିବା ବେଳେ ୨ ଜଣ ଶିଶୁ ବୁଡି ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଜଣେ କୁନି ମୃତ ଝିଅକୁ…

ପୋଖରୀରେ ବୁଡ଼ି ଗଲେ ଦୁଇ ସାଙ୍ଗ

ଢ଼େଙ୍କାନାଳ: ଗନ୍ଦିଆ ଥାନା କରମୂଳ ଗାଁରେ ଅଭାନାୟ ଘଟଣା ଘଟିଯାଇଛି। ଦୁଇ ସାଙ୍ଗ ଗୋଡ଼ି ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ୨ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତକ ହେଲେ ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ।

ପୋଖରୀରେ ବୁଡିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ

ଜଗତସିଂହପୁର: ପୋଖରୀରେ ବୁଡିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ଛାତ୍ର ଦୁଇ ଜଣ ହେଲେ ତୁଳଙ୍ଗ ଗାଁର ନବମ ଶ୍ରେଣୀର ଛାତ୍ର ଆୟୁଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ। ସୂଚନା ମୁତାବକ, ଆୟୁଷ ବିଶ୍ବାଳ ଓ…

ବୁଡ଼ିଗଲେ ଦୁଇ ଛାତ୍ରୀ

ନରସିଂହପୁର: ଆଠଗଡ ନରସିଂହପୁର ଘୁଷକ ଗାଁରେ ଘଟିଛି ଦୁଃଖଦ ଘଟଣା। ଗାଁ ପୋଖରୀରେ ଗାଧୋଇବା ବେଳ ବୁଡିଗଲେ ଦୁଇ ଛାତ୍ରୀ। ମୃତକ ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ। ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ସକାଳ ସମୟରେ ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଛାତ୍ରୀ। ତେବେ ଗାଧୋଉଥିବା ସମୟରେ…