Odisha Link
Bridging the Missing Links in Odisha

ପୋଖରୀରେ ବୁଡ଼ି ଗଲେ ଦୁଇ ସାଙ୍ଗ

ଢ଼େଙ୍କାନାଳ: ଗନ୍ଦିଆ ଥାନା କରମୂଳ ଗାଁରେ ଅଭାନାୟ ଘଟଣା ଘଟିଯାଇଛି। ଦୁଇ ସାଙ୍ଗ ଗୋଡ଼ି ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ।

ଅଗ୍ନିଶମ ବାହିନୀ ୨ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତକ ହେଲେ ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ।

 

Comments are closed.