Odisha Link
Bridging the Missing Links in Odisha
Browsing Tag

dhenkanal

ଓଡ଼ିଆ ପଢ଼ି ଓ ଲେଖି ପାରିଲେନି, ଚାଲିଗଲା…

ଓଏଲ୍‌ ବ୍ୟୁରୋ: ପ୍ରାୟ ବର୍ଷକ ତଳେ ରାଜ୍ୟରେ ହୋଇଥିଲା ପଞ୍ଚାୟତ ନିର୍ବାଚନ। ଏଭଳିକି ନବନିର୍ବାଚିତ ସରପଞ୍ଚ ମାନେ ଏକ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ ମଧ୍ୟ। ଏସବୁ ମଧ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରାୟ ବର୍ଷକ ପରେ ଜଣେ ସରପଞ୍ଚ ଅଯୋଗ୍ୟ ଘୋଷିତ ହୋଇଛନ୍ତି। କାରଣ ସେ ସତ୍ୟପାଠରେ ଉଲ୍ଲେଖ କରିଥିଲେ…

ଧକ୍କା ଦେଲା ବସ୍, ଚାଲିଗଲା ଛାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ : ବସ୍ ଧକ୍କାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁ ହୋଇଛି। ନିଜ ଦାଦାଙ୍କ ସହ ଛାତ୍ରୀ ଜଣକ ସ୍କୁଟିରେ ଯିବା ସମୟରେ ଘଟିଛି ଅଘଟଣ। ତେବେ ଘଟଣାଟି ଢେଙ୍କାନାଳ ଜିଲ୍ଲାର ଉପରବାଘକୁଣ୍ଡା ଠାରେ ବସ୍ ଧକ୍କା ଦେବା ଦ୍ୱାରା ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ଖବରରୁ ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ…

ଇଣ୍ଡିକା ଧକ୍କାରେ ଚାଲିଗଲା ବାଇକ…

ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ। ଇଣ୍ଡିକା ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଢେଙ୍କାନାଳ କପିଳାଶ ରାସ୍ତା ଭାଗବାନପୁର ନିକଟରେ ଘଟିଛି। ମୃତକ ଜଣଙ୍କ ହେଲେ ଦୁଧୁକାଟେଣି ଗାଁର ପ୍ରଦ୍ୟୁମ୍ନ ବାରିକ ବୋଲ ଜଣାପଡିଛି । ପ୍ରକାଶ ଯେ, ପ୍ରଦ୍ୟୁମ୍ନ ଭୁବନେଶ୍ୱରରେ କାମ…

ଧାନ କିଣା ଅନିୟମିତତା ଅଭିଯୋଗରେ ସମ୍ପାଦକ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ଅନ୍ତର୍ଗତ ସୁରପ୍ରତାପପୁର ସମବାୟ ସମିତିର ସଂପାଦକ ସ୍ମୃତି ପ୍ରକାଶ ସ୍ବାଇଁଙ୍କୁ ନିଲମ୍ବିତ। ସେ ଚାଷୀମାନଙ୍କର ଟୋକନକୁ ଲାପସ କରି ସେମାନଙ୍କଠୁ ଧାନ କିଣି ଥିଲେ। ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସମିତିର ଚାବି ଓ ଅନ୍ୟାନ୍ୟ…

ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩…

କାମାକ୍ଷାନଗର: ରାଜ୍ୟର ବିଭିନ୍ନ ଜଙ୍ଗଲ ଏବେ ଜଳୁଛି। ଜଙ୍ଗଲରେ ନିଆଁ ନେଇ ଚିନ୍ତାରେ ରାଜ୍ୟବାସୀ। ଏହାରି ମଧ୍ୟରେ ଆଜି ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ବନ ବିଭାଗ ୩…

୨ଟି ହରିଣ ମୁଣ୍ଡ ଓ ଗୋଟିଏ ବାରହା ମୃତଦେହ…

ଢେଙ୍କାନାଳ : ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ମାଂସ ବିକ୍ରି କରୁଥିବା ୨ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କଠୁ ୩ଟି ଦେଶୀ ବନ୍ଧୁକ ଜବତ କରିଥିବାବେଳେ ଦୁଇଟି ହରିଣ ମୁଣ୍ଡ ଓ ଗୋଟିଏ ବାରହାର ମୃତଦେହ ଜବତ କରାଯାଇଛି। ଗିରଫ ଶିକାରୀ ଦୁଇ ଜଣ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶିର…

ଆଗକୁ ଆସୁଛି ମହାଶିବରାତ୍ରି, କପିଳାଶରେ…

ଢ଼େଙ୍କାନାଳ : ଫିକା ପଡ଼ିବ ଚଳିତ ବର୍ଷର ମହାଶିବରାତ୍ରି। ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ ଲଗାଇଲା କରୋନା କଟକଣା। ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି। ପ୍ରତ୍ୟେକ…

ଯୋରନ୍ଦା ମେଳାକୁ ବାହାର ସାଧୁସନ୍ଥଙ୍କୁ…

ଢେଙ୍କାନାଳ: କରୋନା କଟକଣା ମଧ୍ୟରେ ହେବ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ଆସନ୍ତା ମାର୍ଚ୍ଚ ୧୫ରୁ ୧୭ ମଧ୍ୟରେ କରୋନା କଟକଣା ଭିତରେ ହେବ ଯୋରନ୍ଦା ମାଘ ମେଳା। ଚଳିତ ବର୍ଷ ଯୋରନ୍ଦା ମାଘ ମେଳାରେ କେବଳ ଜିଲ୍ଲାର ସାଧୁସନ୍ଥଙ୍କୁ ଭାଗନେବାକୁ ଅନୁମତି ମିଳିଛି। ଜିଲ୍ଲାର ସାଧୁସନ୍ଥଙ୍କୁ କରୋନା…

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଢେଙ୍କାନାଳ: ବାଇକ୍ ଉପରେ ଟ୍ରକ୍ ଚଢ଼ି ବାଇକ ଆରୋହୀ ମୃତ। ଏହି ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଶ୍ୟାମାଳା ଜଙ୍ଗଲ ନିକଟରେ ଘଟିଛି। ମୃତ ଯୁବକ ହେଲେ ୩୮ବର୍ଷ ବୟସ୍କ ଯୁବକ ଶ୍ରୀକାନ୍ତ ଧୀର ବୋଲି ଜଣାପଡିଛି । ତାଙ୍କ ଘର ଭୁବନ ଥାନା ଅନ୍ତର୍ଗତ କୀର୍ତ୍ତନପୁରରେ। ସେ ତାଳଚେରରେ ଏକ…

ଖେଳୁଥିବା ସମୟରେ ଚଢ଼ି ଗଲା ପିକଅପ୍…

ଢେଙ୍କାନାଳ: ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ ଓ ଜଣେ ଗୁରୁତର। ମୃତ ୨ ନାବାଳିକାଙ୍କ ବୟସ ୫ ଓ ୭ ବର୍ଷ ଥିବା ଜଣାପଡ଼ିଛି। ଏହି ଘଟଣାଟି ଢେଙ୍କାନାଳର ବାଜିଚୌକ ଫ୍ଲାଇଓଭର ନିକଟରେ ଘଟିଛି। ଗୁରୁତର ନାବାଳିକାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାକଶ ଯେ, ମୃତ ନାବାଳିକାଙ୍କ ଘରଲୋକେ ମହୁ…