Odisha Link
Bridging the Missing Links in Odisha
Browsing Tag

dhenkanal

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଅନୁଗୋଳ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଅନୁଗୋଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ସାଧୁ ଚାତମ୍ବା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରକାଶ ଯେ, ଶୁକ୍ରବାର ଦିନ ସାଧୁ ଏକ ଜମିଜମା ମାମଲାରେ କାଗଜପତ୍ର କାମ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ…

ବଳଦ ପାଟିରେ ଫୁଟିଲା ବୋମା

ଢ଼େଙ୍କାନାଳ: ବୋମାର ଶିକାର ହେଉଛନ୍ତି ଗୃହପାଳିତ ପଶୁ। ଶିକାର ପାଇଁ ଖଞ୍ଜିଥିବା ବୋମାକୁ ଗୃହପାଳିତ ପଶୁ ମାନେ ଘାସ ଭାବି ଖାଇ ଦେଇଥାନ୍ତି। ଯାହା ଫଳରେ ସେମାନେ ବୋମାର ଶିକାର ହୁଅନ୍ତି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ସୋଲଗାଁ ଅଞ୍ଚଳରେ ବଳଦ ବୋମାକୁ ଘାସ ଖାଇ ଦେଇଥିଲା। ତାପରେ ପାଟି…

ହରିଣ ଛାଲ ଓ ବଜ୍ରକାପ୍ତା ଖୋଳ ଜବତ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡରୁ ଗୋଟେ ହରିଣ ଛାଲ, ୭ଟି ବଜ୍ରକାପ୍ତା ଖୋଳ ଓ ବାଇକ ଜବତ। ଗତକାଲି ସନ୍ଧାରେ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ଢ଼େଙ୍କାନାଳ ବନଖଣ୍ଡ ବିଭାଗ । ଅଭିଯୁକ୍ତମାନେ ହେଲେ ନିହାଲ ପ୍ରସାଦ ଥାନା କରଡାବାଣୀ ଗ୍ରାମର ବଳରାମ ସାହୁ ,ସଞ୍ଜୟ ହୋତା,ଗଡ଼ ଖାଙ୍କିରା ଗ୍ରାମର କୁନା…

ଭାରସାମ୍ୟ ହରାଇ ଓଲଟିଲା ବସ୍

କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ରାମିଆଳ ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ମୁତାବକ,…

୬ଟି ଜେସିବି ଜାଳି ଦେଲେ ଦୁବୃର୍ତ୍ତ

ଢେଙ୍କାନାଳ: ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଁଳାବେରେଣିଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତବିଳମ୍ବିତ ରାତିରେ ଓଟିପିସିଏଲରେ କାର୍ଯ୍ୟରତ ୬ ଜେସିବି ଜାଳି ଦେଲେ ଦୁର୍ବୃତ୍ତ।ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପ୍ରକାଶ ଯେ, ଅଁଳାବେରେଣୀଠାରେ ଓଟିପିସିଏଲର ଟାଉନସିପ୍…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପଣ୍ଡୁଆ ଫାଣ୍ଡି ଖଟୁଆ ହତା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ଜଣଙ୍କ ହେଲେ କାର୍ତ୍ତିକ ସାହୁ। ତାଙ୍କ ବୟସ ୭୫ ବର୍ଷ। ସେ ଆଜି ସକାଳ ସାଢେ ପାଞ୍ଚଟାରେ ଶୌଚ ହେବାକୁ ଘର ପଛ ପାଖକୁ…

ପୁଣି ଜଣେ ନିଖୋଜ ଶିଶୁପୁତ୍ରର ମୃତଦେହ…

ଢେଙ୍କାନାଳ: ରାଜ୍ୟରେ ଶିଶୁ ନିଖୋଜ ଓ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ଅଚାନକ ଗାଁ ଦାଣ୍ଡରୁ ଗାଏବ ହୋଇ ଯାଉଛନ୍ତି କଅଁଳ ଶିଶୁ। କିଏ ମାସ ମାସ ଧରି ନିଖୋଜ ରହୁଛି ତ କାହାର ମୃତଦେହ ମିଳୁଛି। ଆଜି ପୁଣି ଜଣେ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଗତକାଲି ୩ ବର୍ଷର ଶିଶୁ ପୁତ୍ର ନିଖୋଜ…

ନଦୀରେ ବୁଡି ଯୁବକ ନିଖୋଜ

ଢେଙ୍କାନାଳ: ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଘଟିଛି। ନିଖୋଜ ଯୁବକ ହେଲେ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଆମ୍ବୁଜ ନଦୀରେ ଗାଧୋଉ ଥିବାବେଳେ…

କୋଇଲା ବୋଝେଇ ଟ୍ରେନରେ ନିଆଁ

ଢ଼େଙ୍କାନାଳ: ଆଜି ଏକ କୋଇଲା ବୋଝେଇ ଟ୍ରେନରେ ହଠାତ୍ ନିଆଁ ଲାଗି ଯାଇଛି। ଟ୍ରେନଟି ଢ଼େଙ୍କାନାଳ ଷ୍ଟେସନରେ ଠିଆ ହୋଇଥିବା ସମୟରେ ହଠାତ୍ ଗୋଟିଏ ବଗିରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଷ୍ଟେସନ କର୍ତ୍ତୃପକ୍ଷ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଥିଲେ।…

ଚାକିରି ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା

ଢ଼େଙ୍କାନାଳ:ଢ଼େଙ୍କା ନାଳ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଯୋଜନା କାର୍ଯ୍ୟାଳୟର ଠିକା ପିଅନ । ମୃତକଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ସୂଚନା ଅନସାରେ,ସୂର୍ଯ୍ୟକାନ୍ତ ୨୦୦୬-୦୭ ମସିହାରୁ ଯୋଜନା କାର୍ଯ୍ୟାଳୟର ଠିକା ପିଅନ ଭାବରେ କାମ…