Odisha Link
Bridging the Missing Links in Odisha
Browsing Tag

dhenkanal

କୂଅ ପାଣି ବ୍ୟବହାରକୁ ନେଇ ବାପପୁଅଙ୍କୁ…

ଢେଙ୍କାନାଳ: କୂଅରୁ ପାଣି ବ୍ୟବହାର ହେଲା କାଳ। ବାପା,ପୁଅଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ। ମୁମୂର୍ଷୁ ଅବସ୍ଥାରେ ବାପପୁଅଙ୍କୁ ଗ୍ରାମବାସୀ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲା ସଦର ଥାନା…

ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲା,…

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମର ୫ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀକୁ ଗିରଫ କରିଛି କଙ୍କଡ଼ାହାଡ଼ ପୁଲିସ। ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀ ହେଉଛି ଯାଜପୁର ଜିଲ୍ଲା କାଳିଆପାଣିର…

ଆଜି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଭସାଣି

ଢେଙ୍କାନାଳ: ଆଜି ମେଲାଣି ନେବେ ମା ଅନ୍ନପୂର୍ଣ୍ଣା। ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆଜି ଭସାଣି ଅନୁଷ୍ଠିତ ହେଉଛି। ଦୀର୍ଘ ଏଗାର ଦିନ ଧରି ମାଆ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ ଆଜି ମାଆଙ୍କୁ ମେଲାଣି ଦିଆଯିବ। ନିରାଡମ୍ୱର ଭାବେ ୩୮ଟି ପୂଜା କମିଟିରେ ମାଙ୍କର ପୂଜାର୍ଚ୍ଚନା…

ହରିଣ ଛାଲ ଜବତ, ତିନି ଗିରଫ

ଢେଙ୍କାନାଳ: ବନ ବିଭାଗ ପାଞ୍ଚଟି ହରିଣ ଛାଲ ଓ ତିନି ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ତା ସହ ସେମାନଙ୍କଠାରୁ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଛି ବନ ବିଭାଗ। କପିଳାସ ବନାଞ୍ଚଳରେ ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦେଶ କ୍ରମେ କପିଳାସ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଙ୍ଗ କରୁଥିଲେ।…

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ଖଜୁରିଆକଟା: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ସର୍ପା ଛକରେ ଆଜି ସକାଳ ୮ଟା ଘଟିଥିଲା। ଏକ ବାଇକ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଏହି ଦୁର୍ଘଟଣା ହୋଇଥିଲା। ଫଳରେ ବାଇକ ଆରୋହୀ ଜଣକ ମୃତ୍ୟୁବରଣ କରିଥିବା ବେଳେ…

ପୋଖରୀରେ ବୁଡ଼ି ଗଲେ ଦୁଇ ସାଙ୍ଗ

ଢ଼େଙ୍କାନାଳ: ଗନ୍ଦିଆ ଥାନା କରମୂଳ ଗାଁରେ ଅଭାନାୟ ଘଟଣା ଘଟିଯାଇଛି। ଦୁଇ ସାଙ୍ଗ ଗୋଡ଼ି ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ୨ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତକ ହେଲେ ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ।

ଜବତ ହେଲା ଦୁଇ ଚୋରା କୋଇଲା ଟ୍ରକ

ଢ଼େଙ୍କାନାଳ: ଜବତ ହେଲେ ଦୁଇ ଚୋରା କୋଇଲା ଟ୍ରକ। ଗାଡ଼ି ଦୁଇଟି ତାଳଚେରରୁ ଚୋରା କୋଇଲା ନେଇ ଯାଉଥିବା ବେଳେ ପୁଲିସ ୨ଟି ଟ୍ରକକୁ ଜବତ କରିଥିବା ଜଣା ପଡ଼ିଛି। ଢ଼େଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ପୁଲିସ ଗୋବିନ୍ଦପୁର ଛକଠାରୁ ଟ୍ରକ ୨ଟି କୁ ଜବତ କରିଛନ୍ତି। ଟ୍ରକ ଚାଳକ ପରଜଙ୍ଗ ବ୍ଲକ ବରିହାପୁରର…

ବାରହା ମାଂସ ସହ ଶିକାରୀ ଗିରଫ

ଢ଼େଙ୍କନାଳ: ବାରହା ମାଂସ ସହ ଶିକାରୀ ଗିରଫ। ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରିଚାଲିଥିଲେ ଅଭିଯୁକ୍ତ। ଜଙ୍ଗଲରେ ଅତି ଚତୁରତାର ସହ ବନ୍ୟଜନ୍ତୁଙ୍କୁ କାବୁ କରୁଥିବା ଶିକାରୀ ଶେଷରେ ନିଜେ ଆଇନ୍‌ ଜାଲରେ ଛନ୍ଦି ହୋଇଗଲେ। ଏପରି ଜଣେ ବାରହା ଶିକାରୀକୁ କାବୁ କରିଛି ବନ ବିଭାଗ। ଢେଙ୍କାନାଳ…

ବନ୍ଧୁକ ଦେଖାଇ ଲୁଟି ନେଲେ ୬୦ ହଜାର…

ଢ଼େଙ୍କାନାଳ: ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬୦ ହଜାର ଟଙ୍କା, ମୋଟର ସାଇକେଲ ଏବଂ ମୋବାଇଲ ଫୋନ୍‌ ଲୁଟ ନେଇଛନ୍ତି ଦୁର୍ବୃତ୍ତ। ଢେଙ୍କାନାଳ ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ରାଧାଦେଇପୁର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରକାଶ ଯେ, ଦୁଇଜଣ ଦୁର୍ବୃତ୍ତ…

କୋଭିଡ ହସ୍ପିଟାଲରୁ ବାପାଙ୍କ ପତ୍ତା…

ଢେଙ୍କାନାଳ :ପୁଣି କୋଭିଡ ପରିଚାଳନାକୁ ନେଇ ଏପରି ସାଂଘାତିକ ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରଦା ଗାଁର ଦୁର୍ଯ୍ୟୋଧନ ବେହେରାଙ୍କର ଗତ ସେପ୍ଟେମ୍ବର ୨୯ ତାରିଖରେ କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା। ତାପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲେ। ପ୍ରଥମେ ଢେଙ୍କାନାଳ…