Odisha Link
Bridging the Missing Links in Odisha
Daily Archives

November 5, 2020

ସାମ୍ବାଦିକ ପ୍ରବୀର ପ୍ରଧାନଙ୍କୁ…

ଭୁବନେଶ୍ବର: ଭୁବନେଶ୍ବର କମିଶନରେଟ ପୁଲିସ ମୁଖ୍ୟାଳୟରେ ପ୍ରବୀର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜେ ଉପସ୍ଥିତ ରହି ପ୍ରବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରବୀର ଜଣେ କର୍ତ୍ତବ୍ୟନିଷ୍ଠ ଓ ଏକ ମେଳାପି ସାମ୍ବାଦିକ ଥିଲେ ବୋଲି କହିଛନ୍ତି ପୁଲିସ କମିଶନର।…

ଓପେକ୍ ସଦସ୍ୟ ରାଷ୍ଟ୍ରମାନଙ୍କୁ…

ଭୁବନେଶ୍ୱର: ଭାରତ-ଓପେକ୍ ଉର୍ଜା ସମ୍ବାଦର ଚତୁର୍ଥ ଉଚ୍ଚସ୍ତରୀୟ ଭର୍ଚୁଆଲ୍ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ ଉର୍ଜା କ୍ଷେତ୍ରର ଏକ ଉତ୍ପାଦନ ହବରେ ପରିଣତ କରିବା, ଗ୍ୟାସ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟବସାୟିକ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୪୬୦…

ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୮୩୫୩୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଏହାର ସୂଚନା…

ଏଥର ମୋର ଶେଷ ନିର୍ବାଚନ: ନୀତୀଶ କୁମାର

ବିହାର: ଆସନ୍ତା ୭ ତାରିଖରେ ବିହାରର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି। ତେବେ ତୃତୀୟ ପର୍ଯ୍ୟାୟର ପ୍ରଚାର ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ଼ ବୟାନ ଦେଇଛନ୍ତି। ସେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ଏହା ତାଙ୍କର ଶେଷ ନିର୍ବାଚନ ଓ ଏହା ଭଲରେ ଶେଷ ହେବ…

ଚୀନ୍‌‌କୁ ଭାରତୀୟ ବିମାନ ପ୍ରବେଶ ନିଷେଧ,…

ଚୀନ୍‌କୁ ଭାରତୀୟ ବିମାନ ଉଡ଼ାଣ ଉପରେ ସାମୟିକ ଭାବେ ନିଷାଧାଦେଶ ଜାରି କରିଛି ଚୀନ୍। ଉହାନ୍‌ରେ ପହଞ୍ଚିବା ପରେ ୧୯ ଜଣ ଭାରତୀୟ ଯାତ୍ରୀଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ଠାବ ହେବା ପରେ ଚୀନ୍‌ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚୀନ୍‌କୁ ଭିସା ମାଧ୍ୟମରେ ଯାତ୍ରା କରୁଥିବା ଭାରତୀୟ ଅଥବା ଭାରତରୁ…

୫ଟି ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ୯୨୭୧୩ କୋଟିର ୫ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ଶିଳ୍ପନୀତିରେ ଏହା ସବୁଠୁ ବଡ ପୁଞ୍ଜି ନିବେଶ। ୫ଟି ମେଗା ପ୍ରକଳ୍ପକୁ ଏଚଏଲସିଏ ର ମଞ୍ଜୁରୀ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏଥିରେ ୩୧ ହଜାର…

ବିଜୟ ପଥେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଦୁଇଦିନ ଧରି ଭୋଟ ଗଣତି ଜାରି ରହିଥିବା ବେଳେ ଡେମାକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ମଧ୍ୟରୁ ଏଯାବତ୍‌ ୪୭୮ଟିରେ ଫଳାପଳ ଘୋଷଣା ସରିଲାଣି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ୨୭୦…

ରିଲାଏନ୍ସ ରିଟେଲ୍ ପକ୍ଷରୁ ୯,୫୫୫ କୋଟି…

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌)ରେ ୨.୦୪ ପ୍ରତିଶତ ଇକ୍ୱିଟ ଅଂଶଧନ ପାଇଁ ସାଉଦି ଆରବର ଦି ପବ୍ଲିକ୍…

ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା…

ଫୁଲବାଣୀ: ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ହଜାର ହଜାର ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇ ପାରିଥିଲେ। ସେତେବେଳେ ଆୟୋଜିତ ମେଗା ନିଯୁକ୍ତି ମେଳାରେ ଦେଶର ୭୧ଟି କମ୍ପାନୀ ଯୋଗ ଦେଇଥିଲେ। କରୋନା…

ଓଡ଼ିଶା ଜଙ୍ଗଲରେ ଦେଖାଦେଲା ବିରଳ କଳା ବାଘ

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ଏକ ବିରଳ ବାଘ ଦେଖିବାକୁ ମିଳିଛି। ସେ ପୁଣି ଏମିତି ସେମିତି ବାଘ ନୁହେଁ। ଏହି ବାଘର ଶରୀରରେ କଳା କଳା ପଟା ରହିଛି। ବୈଜ୍ଞାନିକଙ୍କ କହିବାନୁଯାୟୀ, ରାଜ୍ୟରେ ଏହିଭଳି କଳା ବାଘ ସଂଖ୍ୟା ୭-୮ ରହିଛି। ଦୁନିଆର କଳା ବାଘ ଜନସଂଖ୍ୟାର ୭୦ ପ୍ରତିଶତ କଳା ବାଘ କେବଳ ଓଡିଶାରେ ହିଁ…