Odisha Link
Bridging the Missing Links in Odisha
Daily Archives

November 5, 2020

କୋଲଡ୍ରିଙ୍କସ ବୋତଲରେ ମଦ ବିକ୍ରି, ଜଣେ…

ବଲାଙ୍ଗିର: କରୋନା ସଂକ୍ରମଣ ଯୋଗୁଁ ଦୋକାନ ବଜାର ବନ୍ଦ ରହୁଥିଲା। ମଦ କାଉଣ୍ଟର ମଧ୍ୟ ବନ୍ଦ ରହିଥିଲା। ଯାହା ଫଳରେ ବଜାରରେ ମଦ ମିଳୁନଥିଲା। ହେଲେ ଲୋକଙ୍କ ପାଖରେ ବେଆଇନ ରନ୍ଧା ଦେଶୀ ମଦ ପହଞ୍ଚି ଯାଉଥିଲା। ମୁଖ୍ୟତଃ ପଲିଥିନରେ ଏହାକୁ ପ୍ୟାକ କରାଯାଉଥିବା ବେଳେ ବଲାଙ୍ଗିର ସହରରେ କିନ୍ତୁ ବିଭିନ୍ନ…

ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ…

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତିର ନୂଆ ମୋଡ଼ ନେଇଛି। ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ୍‌ ଲିମିଟେଡ ଜମି ହଡ଼ପ କରିଛି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ସାମ୍ବାଦିକ ସମ୍ମଳନୀରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। ଚଞ୍ଚକତା କରି ଲୋକଙ୍କ ଜମି ହଡପ କରାଯାଇଛି ବୋଲି ସେ ଗଣମାଧ୍ୟମର…

କରୋନା: ରାଜଧାନୀରୁ ଆଉ ୬୮ ପଜିଟିଭ୍…

ଭୁବନେଶ୍ୱର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ଆଉ ୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫୨୨ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୪ ଜଣ ରହିଥିବା ବେଳେ ୫୪ ଜଣ…

ଭୁବନେଶ୍ବରରେ ରାଣୀ ପଣ୍ଡାଙ୍କ ଯାତ୍ରା…

ଭୁବନେଶ୍ବର: "ସିଏମ୍‌ ମୋର ସିଏ, ପାଣ୍ଡିଆନଙ୍କୁ ମୁଁ ଦିଅର ଭାବେ ଆଉ ମୋଦି ହେଉଛନ୍ତି ମୋର ଦେଢ଼ଶୁର।" ଭୁବନେଶ୍ବରରେ ଆଜି ଗଣମାଧ୍ୟମକୁ ଏଭଳି କହିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ଯାତ୍ରା ପରିବେଷଣ ପାଇଁ ଅନୁମତି ଦାବିରେ ଲୋୟର ପିଏମ୍‌ଜି ଛକରେ କଳାକାରଙ୍କ ବିକ୍ଷୋଭର ନେତୃତ୍ବ ନେଇ ରାଜ୍ୟ…

ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ…

ଅନୁଗୋଳ : ୪୯ ନମ୍ବର ଜାତୀୟ ରାଜପଥ ଅନୁଗୋଳର ମୁକ୍ତାପଶି ନିକଟରେ ୧୦୨ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତକ ଡ୍ରାଇଭର ହେଲେ ବେଣୁଧର ନାଏକ। ସେ ଖମାର ଥାନା ଅନ୍ତର୍ଗତ ନିମିରିବେଡା ଗ୍ରାମରେ ବୋଲି ଜଣାପଡ଼ିଛି। ପ୍ରକାଶ ଯେ,…

୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ…

ପଶ୍ଚିମବଙ୍ଗ: ଭାରତୀୟ ଜନତା ପାର୍ଟିର ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ୨ ଦିନିଆ ଗସ୍ତରେ ଆସି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପ୍ରସ୍ତୁତି ବୈଠକରେ ଯୋଗ ଦେବେ ଅମିତ୍ ଶାହା। ଅମିତ ଶାହା ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଦଳ…

ଭାରତର ଭୁଲ ମାନଚିତ୍ର ଦେଖାଇ ଅଡ଼ୁଆରେ…

ନୂଆଦିଲ୍ଲୀ: ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। କିଏ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବ ସେ ଉପରେ ସମସ୍ତଙ୍କ ଦଜର। ହେଲେ ଏସବୁ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ତାଙ୍କୁ ସମର୍ଥନ ଜଣାଇ ନିର୍ବାଚନେ ଟ୍ରମ୍ପଙ୍କ ପ୍ରତି ଥିବା ସମର୍ଥନକୁ ନେଇ ଟୁଇଟରରେ ବିଶ୍ବର ଏକ…

ପୋଖରୀରେ ବୁଡ଼ି ଗଲେ ଦୁଇ ସାଙ୍ଗ

ଢ଼େଙ୍କାନାଳ: ଗନ୍ଦିଆ ଥାନା କରମୂଳ ଗାଁରେ ଅଭାନାୟ ଘଟଣା ଘଟିଯାଇଛି। ଦୁଇ ସାଙ୍ଗ ଗୋଡ଼ି ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ୨ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତକ ହେଲେ ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ।

ଫେସବୁକ୍ ପ୍ରେମ: ପୁରୀ ପ୍ରେମିକ ଠାରୁ ୫…

ପୁରୀ: ପ୍ରେମ କେଉଁଠି କେତେବଳେ ଓ କାହାକୁ ହୋଇଯାଏ ତାହା ସମସ୍ତଙ୍କୁ ଅଜଣା। ଆଉ ସେ ପ୍ରମେରେ କେବେ କିଏ ଠକାମିର ଶିକାର ହୋଇଥାଏ ତାହା ମଧ୍ୟ ଅଜଣା। ଏମିତି ଏକ ପ୍ରେମ କାହାଣୀ ଫେସବୁକରୁ ଆରମ୍ଭ ହୋଇଥିଲା। ପରେ ଠକାମିର ଶିକାର ହୋଇଥିଲେ ପ୍ରେମିକ। ଏଖବର ଆପଣଙ୍କୁ ଅବିଶ୍ବାସ ଲାଗିଲେ ବି ସତ। ଏମିତି ଏକ…

ଟେକି କଚାଡ଼ିଲା ଦନ୍ତାହାତୀ, ୨ ଗୁରୁତର

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଜମ୍ୱିରିପଶି ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଠଛଡା ଦନ୍ତା ଆତଙ୍କରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଆଜି ସକାଳେ ଗ୍ରାମର ଚନ୍ଦ୍ରମଣି ବାରିକ ଓ ହାରମଣି ମହାକୁଡଙ୍କୁ ଆକ୍ରମଣ କରିିଛି। ସେମାନେ ସକାଳୁ…