Odisha Link
Bridging the Missing Links in Odisha
Browsing Tag

Elephant Killed

ହାତୀକୁ ମାରି ଦାନ୍ତ ନେଲା ଶିକାରୀ

ଓଏଲ୍‌ ବ୍ୟୁରୋ : ବାରିପଦା ଶିମିଳିପାଳ ଅଭୟାରଣ୍ୟରେ ଥମୁନି ହାତୀ ଶିକାର। ପିଠାବଟା ରେଞ୍ଜ ଗୋପିନାଥପୁର ବିଟ୍ ଅଞ୍ଚଳରେ ଦନ୍ତାହାତୀକୁ ହତ୍ୟା କରାଯାଇଥିବା ଜଣା ପଡିଛି। ହାତୀକୁ ମାରି ଶିକାରୀ ଦାନ୍ତ ନେଇ ଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏଭଳି ବାରମ୍ବାର ହାତୀ ମୃତ୍ୟୁ ଏବଂ ଅନ୍ୟାନ୍ୟ…

ତୀରମାରି ହାତୀକୁ ହତ୍ୟା

ରାଉରକେଲା: ରାଉରକେଲା ବନଖଣ୍ଡର ବିଶ୍ରା ଫରେଷ୍ଟ ରେଞ୍ଜର ଚିତାପେଡ଼ି ପଞ୍ଚାୟତ କୁଦାହୁଡ଼ଙ୍ଗ ଗ୍ରାମ ଜଙ୍ଗଲରୁ ଆଜି ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତି ଦେଖିବା ପରେ ହାତୀଟିକୁ ତୀରମାରି ହତ୍ୟା କରାଯାଇଥିବା ଜଣାପଡିଛି। ମୃତ ହାତୀ ଶରୀରରେ ବିଭିନ୍ନ ସ୍ଥାନର କ୍ଷତ ଚିହ୍ନ…

ଘରୁ ଘୋଷାଡି ଆଣି କଚାଡି ମାରିଲା ହାତୀ

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ପ୍ରତାପପୁର ଗାଁର ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ମଞ୍ଜୁଲତା ସାହୁ। ସୂଚନା ଅନୁସାରେ, ମଞ୍ଜୁଲତା ସାହୁ ଝାଡୁ କରୁଥିବା ବେଳେ ଘରୁ ହାତୀ ଘୋଷାଡି ଆଣି ଗାଁଠାରୁ ଅଧ କିଲୋମିଟର ଦୂରରେ କଚାଡି ମାରିଦେଇଛି। କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ…