Odisha Link
Bridging the Missing Links in Odisha
Browsing Tag

Farmer Bill

କୃଷି ଆଇନ ରଦ୍ଦ ନେଇ ରାଷ୍ଟ୍ରପତିଙ୍କୁ…

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। କୃଷକ ସଂଗଠନ ଆଜି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନ ରଦ୍ଦ…

କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ କୃଷକଙ୍କ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୨୦ ପୃଷ୍ଠାର ଲିଖିତ ପ୍ରସ୍ତାବକୁ ଖାରଜ କରିଛନ୍ତି କୃଷକ। ସରକାରଙ୍କ ୯ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ ପରେ ଚାଷୀମାନେ ଏହି ନିଷ୍ପତ୍ତି ନେଇଛନ୍ତି । ୩ଟି ଯାକ ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଛନ୍ତି ଚାଷୀ ସଙ୍ଗଠନ । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ…

ବିମୁଦ୍ରାୟନ, ଜିଏସଟି ଏବଂ କୃଷି ଆଇନ…

ହରିଆଣା: ବିମୁଦ୍ରାୟନ, ଜିଏସଟି ଏବଂ ଏହାପରେ କୃଷି ଆଇନ ମୋଦୀ ସରକାରଙ୍କର ୩ ଗୋଟି ବଡ଼ ଭୁଲ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀ। ପଞ୍ଜାବରୁ ଟ୍ରାକ୍ଟର ରାଲିରେ ହରିଆଣା ଯିବା ଅବସରରେ ବିମୁଦ୍ରାୟନ, ଜିଏସଟି ଏବଂ କୃଷି ଆଇନ ବ୍ୟବସ୍ଥା ମୋଦୀ ସରକାରଙ୍କ କଳା ଆଇନ…

କୃଷି ବିଲ୍‌କ ବିରୋଧ ପ୍ରଦର୍ଶନ: ଇଣ୍ଡିଆ…

ନୂଆଦିଲ୍ଲୀ: କୃଷି ବିଲ୍କୁ ପଞ୍ଜାବ ଓ ହରିୟାଣାରେ ବିରୋଧ ପରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଦେଶର ରାଜଧାନୀ ଦିଲ୍ଲୀ ସଂସଦ ନିକଟତର ହୋଇଛି। ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତିନୋଟି କୃଷି ବିଲକୁ ଅନୁମୋଦନ କରିଛନ୍ତି। ଏହାକୁ ବିରୋଧ କରି ଆଜି ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟରେ କୃଷକମାନେ ଏକ…

୩ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ…

ନୂଆଦିଲ୍ଲୀ: ୩ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ସ୍ବୀକୃତି। ସଂସଦର ଉଭୟ ଗୃହରେ ପାରିତ ହେବା ପରେ ତିନୋଟି କୃଷି ବିଲ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। ଏହି କୃଷି ବିଲ୍କୁ ବିଶେଷକରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟର କୃଷକମାନେ ବିରୋଧ କରୁଛନ୍ତି। ଏଥି ସହିତ…

ନୂତନ କୃଷି ବିଲ୍ ଚାଷୀଙ୍କୁ କ୍ରୀତଦାସ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ନୂତନ କୃଷି ବିଲ୍‌କୁ ରାଜନୈତିକ ଦଳ ଓ ଚାଷୀ ବିରୋଧ କରୁଛନ୍ତି। ଏଥିପାଇଁ ଆଜି (ଶୁକ୍ରବାର) ଭାରତ ବନ୍ଦ ଡାକରା ମଧ୍ୟ ଦେଇଛନ୍ତି।ଏହାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମର୍ଥନ କରିଛନ୍ତି। ଏଥସହ ରାହୁଲ କହିଛନ୍ତି ଯେ,…

ରାଜ୍ୟସଭାରେ କୃଷି ବିଲ୍କୁ ବିଜେଡିର…

ଭୁବନେଶ୍ୱର: ଆଜି ରାଜ୍ୟସଭାରେ ଉପସ୍ଥାପିତ କରାଯାଇଛି କୃଷି ବିଲ୍। ଏହି କୃଷି ବିଲ୍କୁ ବିରୋଧ କରିଛି ବିଜେଡି। ରାଜ୍ୟସଭାରେ ବିଲ୍ ସମ୍ପର୍କରେ ହେଉଥିବା ଆଲୋଚନା ଭାଗ ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଏହାକୁ ବିରୋଧ କରିଛନ୍ତି। ବିଲ୍‌ରେ କ୍ଷୁଦ୍ର ଚାଷୀ ଏବଂ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା…