Odisha Link
Bridging the Missing Links in Odisha
Browsing Tag

Fine

୫୦୦ ନା ୫୦୦୦

ଭୁବନେଶ୍ବର: ଦେଶ ସମେତ ରାଜ୍ୟରେ ସେପ୍ଟମ୍ବର ପହିଲାରୁ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ଏହି ଆଇନ ଆଳରେ ଉଭୟ ପୁଲିସ୍‌ ଓ ରାଜ୍ୟ ପରିବହନ ଅଧିକାରୀ ଗାଡ଼ି ଯାଞ୍ଚ କଡ଼ାକଡ଼ି କରିଥିଲେ। ଯାହାଫଳରେ ନିୟମ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛି ପ୍ରଶାସନ। ତାଠାରୁ ବେଶି ଚର୍ଚ୍ଚା ଜୋରିମାନା…

ଫାଇନ୍‌ ଆଦାୟ: ୩ ମାସ କୋହଳ କଲେ…

ଭୁବନେଶ୍ୱର: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। ଗାଡି ଚାଳକଙ୍କୁ ମିଳିଲା ବଡ ଆଶ୍ୱସ୍ତି। କାରଣ ନୂଆ ଟ୍ରାଫିକ୍ ନିୟମକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୩ ମାସ ମଧ୍ୟରେ ଗାଡି ଚାଳକମାନେ ନିଜ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

୫୦୦ ଟଙ୍କା ତଣ୍ଡ ଗଣିଲେ ବିଧାୟକ

ଭୁବନେଶ୍ବର: ହଟହଟା ହେଲେ ବିଧାୟକ। ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। କାରଣ ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି। ଭୁବନେଶ୍ୱର ସ୍ଥିତ ଏଜି ଛକକୁ…

ପୁଣି ଅଟୋକୁ ୨୭ ହଜାର ଫାଇନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ଅଟୋ ଉପରେ ପୁଲିସ୍ ଆଜି ୨୭ ହଜାର ଟଙ୍କା ଜୋରିମାନା କରାଯାଇଛି। ଅନଧିକୃତ ଗାଡ଼ି ଚଳାଇବା ଅଭିଯୋଗରେ ୫ ହଜାର ଟଙ୍କା ଜରିମାନା କରାଯାଇଛି। ସେହିପରି ଡ୍ରାଇଭିଂ ଲାଇସେନ୍ସ ନଥିବା ନେଇ ୫ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଗାଡ଼ିର ରେଜିଷ୍ଟ୍ରେସନ ନଥିବା ଯୋଗୁଁ ୫ ହଜାର…

ପୁଲିସ ଦେବେ ଡବଲ ଜୋରିମାନା, ଜାଣନ୍ତୁ…

ଭୁବନେଶ୍ୱର: ଯୁଆଡେ଼ ଯିବ ସିଆଡେ଼ ଚାଲିଛି କଡ଼ା ଯାଞ୍ଚ। ଡାକ୍ତର ତାଳରୁ ତଳିପା ଯାଏଁ ଯାଞ୍ଚ କରିବା ଭଳି ଟ୍ରାଫିକ ପୁଲିସ ହେଲମେଟ ଠାରୁ ପଲୁ୍ୟସନ ଯାଏଁ ସବୁ କିଛି ତନ୍ନତନ୍ନ କରି ଦେଖୁଛନ୍ତି। କାଗଜପତ୍ର ନଥିଲେ ଆଇନ ଖାତା ଆଡେ଼ଇ ହଜାର ହଜାର ଟଙ୍କାର ଜୋରିମାନା ବୋଝ ବି ଲଦି ଦେଉଛନ୍ତି । ଯାହା ଏବେ…

ଜୋରିମାନା ଦେବା ବଦଳରେ ବାଇକ ଜାଳିଦେଲେ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଡ୍ରାଇଭିଂ ଲାଇସେନ୍ସ, ଇନସୁ୍ୟରାନ୍ସ ଓ ପଲୁ୍ୟସନ ପ୍ରମାଣପତ୍ର ନଥିଲେ ଜୋରିମାନା କରାଯାଉଛି। କାଗଜପତ୍ର…

ଗାଡ଼ି ଚାଳକ ସାବଧାନ, ଆଜିଠୁ ନିୟମ…

ଭୁବନେଶ୍ବର: ଗାଡ଼ି ଚାଳକ ଏଣିକି ସାବଧାନ। ରାସ୍ତାରେ ଗାଡି ଚଲାଇବା ବେଳେ ସାବଧାନ ହୋଇଯାଆନ୍ତୁ। ନହେଲେ ଗଣିପାରନ୍ତି ମୋଟା ଅଙ୍କର ତଣ୍ଡ। କାରଣ ଆଜିଠୁ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ। ଯାହାକୁ ଭାଙ୍ଗିଲେ ଆପଣ ମୋଟା ଅଙ୍କର ଜରିମାନା ଗଣିବା ନିଶ୍ଚିତ। କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮ର…