Odisha Link
Bridging the Missing Links in Odisha
Browsing Tag

FIR

ଦେଵକୀନନ୍ଦନଙ୍କ ନାଁରେ ଏତଲା ରୁଜୁ

ଆଗ୍ରା: ଲୋକପ୍ରିୟ ଭାଗବତ ପ୍ରବଚକ ଦେଵକୀନନ୍ଦନ ଠାକୁର ଓ ତାଙ୍କ ଭାଇଙ୍କ ନାଁରେ ଏତଲା ରୁଜୁ କରିଛି ପୁଲିସ। ସୂଚନା ମୁତାବକ, ଦେଵକୀନନ୍ଦନ ଠାକୁର ଓ ତାଙ୍କ ଭାଇ ଜଣେ ଦଳିତଙ୍କ ଘରେ ପଶି ମାରପିଟ କରିବା, ଜାତିସୂଚକ ଶବ୍ଦ ବ୍ୟବହାର କରିବା ଓ ମହିଳାଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ଆସିଛି। ମଥୁରାର…

ଜେଏନୟୁ ସଭାପତି ସମେତ ୨୦ ଜଣଙ୍କ ନାଁରେ…

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶୀ ଘୋଷଙ୍କ ସମେତ ୨୦ ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି। ଗତ ୪ ତାରିଖରେ ଏହି ଛାତ୍ରମାନେ ସର୍ଭର ରୁମରେ ଭଙ୍ଗାରୁଜା କରିବା ସହିତ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜେଏନୟୁରେ ହଷ୍ଟେଲ ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରମାନେ ଗତ…

ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ…

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ବିଜେପି ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ଏସ୍‌ପି ଚରଣ ସିଂ ମୀନାଙ୍କ ନାଆଁରେ ଏତଲା ଦିଆଯାଇଥିବା ଜଣାଯାଇଛି। ବିଜେପିର ଅଭିଯୋଗ ଯେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ…

ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାଁର…

ଯାଜପୁର: ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣେ ହୋମଗାର୍ଡଙ୍କୁ ଧମକ ଓ ତାଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗରେ ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାଶଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ବରୀ ଥାନାରେ…

ବର୍ଣ୍ଣବୋଧ ପୋଡ଼ି ମାମଲା: ଅଭିଯୋଗ…

ବରଗଡ଼: ରାଜ୍ୟରେ ବେଶ୍‌ କିଛିଦିନ ହେବ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୃଶ୍ୟକୁ କୋଶଳ ସାହିତ୍ୟ ଡଟ୍‌ ଇନ୍‌ ଫେସ୍‌ବୁକ୍‌ ପେଜ୍‌ରେ ଅପ୍‌ଲୋଡ୍‌ ହେବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ‌ଦୃଶ୍ୟକୁ ଅପ୍‌ଲୋଡ୍‌ କରାଯାଇଥିବା ପେଜ୍‌ରେ ପଦ୍ମଶ୍ରୀ…