Odisha Link
Bridging the Missing Links in Odisha
Browsing Tag

FIR

ଅର୍ଣ୍ଣବଙ୍କୁ ଉଠାଇ ନେଲା ମୁମ୍ବାଇ…

ମୁମ୍ବାଇ: ଆଜି ସକାଳୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜୋରଜବରଦସ୍ତ ଉଠାଇ ନେଲା ମୁମ୍ବାଇ ପୁଲିସ୍‌। ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ପଶି ପୁଲିସ୍‌ ତାଙ୍କୁ ଉଠାଇ ନେଇଛି। ଏଥିସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଅର୍ଣ୍ଣବ। ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।  …

କେବିସି ପ୍ରଶ୍ନକୁ ନେଇ ବିଗ୍‌ ବିଙ୍କ…

ମୁମ୍ବାଇ: ବିଗ୍‌ ବି ଙ୍କ ଅମିତାଭ ବଚ୍ଚନଙ୍କ ନାମରେ ମାମଲା ରୁଜୁ କଲେ ବିଜେପି ବିଧାୟକ। ବିଜେପି ବିଧାୟକ ଅଭିମନ୍ୟୁ ପାୱାର ଅମିତା ବଚ୍ଚନଙ୍କ ନାମରେ ମାମଲା କରିଛନ୍ତି। ଶ୍ରୀ ପାୱାର ଅଭିଯୋଗ କରିଛନ୍ତି କି କେବିସିରେ ଅମିତାଭ ବଚ୍ଚନ ଯେଭଳି ପ୍ରଶ୍ନ ପଚାରୁଛନ୍ତି ତାହା ଦ୍ୱାରା ହିନ୍ଦୁ ଧାର୍ମିକ ଭାବନାକୁ…

କଙ୍ଗନା ଓ ରଙ୍ଗୋଲିଙ୍କ ବିରୋଧରେ ମାମଲା…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ପାଇଁ ବଢ଼ିଲା ଅଡ଼ୁଆ। ସୋସିଆଲ ମିଡିଆଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା କଙ୍ଗନାଙ୍କ ବିରୋଧରେ ମାମଲା ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇ କୋର୍ଟ। କେବଳ କଙ୍ଗନା ନୁହେଁ ତାଙ୍କ ଭଉଣୀ ରଙ୍ଗୋଲୀ ଚାଣ୍ଡେଲଙ୍କ ବିରୋଧରେ ମଧ୍ୟ…

ନୱାଜୁଦ୍ଦିନଙ୍କ ବିରୋଧରେ ଯୌନ ଶୋଷଣ ଓ…

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଧିକିଙ୍କ ବିରୋଧରେ ଯୌନ ଶୋଷଣ ଓ ଧୋକା ଅଭିଯୋଗ। ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଆଲିଆ। ଆଲିଆଙ୍କୁ ଯୌନ ଶୋଷଣ ଆଉ ଧୋକା ଦେବା ପରେ ବାସୋର୍ବ ପୋଲିସ ଷ୍ଟେସନରେ ସେ ଏକ କେସ ଦାଏର କରିଛନ୍ତି। ଏଇ କିଛି ଦିନ ହେବ ନୱାଜୁଦ୍ଦିନ ଓ ତାଙ୍କ ଭାଇ ମାନସିକ ଯନ୍ତ୍ରଣା…

ଦେବୀ ଦୁର୍ଗାଙ୍କୁ ନେଇ ଫେସ୍‌ବୁକ୍‌ରେ…

କଟକ: କରୋନା କଟକଣା ଭିତରେ ଦୁର୍ଗାପୂଜାକୁ ମିଳିଛି ସର୍ତ୍ତମୂଳକ ଅନୁମତି। ମାଆଙ୍କ ପ୍ରତିମାର ଉଚ୍ଚତା ସହ ମଣ୍ଡପରେ ଆବଦ୍ଧ ପୂଜାକୁ ନେଇ କୋର୍ଟରେ ମାମଲା ଥିବାବେଳେ ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ କରାଯାଇଛି।…

ଅସଭ୍ୟ ମନ୍ତବ୍ୟ ନେଇ କଙ୍ଗନାଙ୍କ ବିରୋଧରେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା ରୁଜ୍ଜୁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଆଜି ମୁମ୍ବାଇର ବିକ୍ରୋଲି ଥାନାରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।…

କଙ୍ଗନାଙ୍କ ନାଁରେ ଏତଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ଥାନାରେ ଏତଲା। ଶିବସେନାର ଆଇଟି ସେଲ୍ କଙ୍ଗନାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛି। ଅଭିଯୋଗ ମୁତାବକ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିଛନ୍ତି କଙ୍ଗନା। ଶିବସେନା ଆଇଟି ସେଲର ସଦସ୍ୟମାନେ ମୁମ୍ବାଇଥାନା ଏବଂ…

ଡ୍ରଗ୍‌ସ୍‌ ସମ୍ପୃକ୍ତି ନେଇ ରିୟାଙ୍କ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ତଥ୍ୟ ଜଡିତ ହେବାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାମଲା ରୁଜୁ କରିଛି। ଏନ୍‍ସିବି ରିୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ଜୟା ଶାହା,…

‘ଥ୍ରୀଲର’ ଫିଲ୍ମ ବିରୋଧରେ…

ନବରଙ୍ଗପୁର: ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶୀତ ଫିଲ୍ମ 'ଥ୍ରୀଲର' ଫିଲ୍ମ ବିରୋଧରେ ଏତଲା। ଏହି ଫିଲ୍ମ ବିରୋଧରେ ଏତଲା ଦେଇଛନ୍ତି ହିନ୍ଦୁ ଏକତା​‌ ବାହିନୀ। ଫିଲ୍ମର ଟ୍ରେଲରେ ପ୍ରଦର୍ଶିତ ଅଶ୍ଳୀଳତାକୁ ଦୃଷ୍ଟରେ ରଖି ହିନ୍ଦୁ ଏକତା ବାହିନୀ ଫିଲ୍ମ ବିରୋଧରେ ଏତଲା​‌…

୩ ସପ୍ତାହ ଯାଏଁ ଗିରଫ ହେବେନାହିଁ ଅର୍ଣବ:…

ନୂଆଦିଲ୍ଲୀ: ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ଆଜି ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀ। ତେବେ ସୁପ୍ରିମ କୋର୍ଟ ତାଙ୍କ ଆବେଦନର ଶୁଣାଣି କରି ୩ ମାସର ଆଶ୍ବାସନା ଦେଇଛନ୍ତି। ଆଗାମୀ ୩ ସପ୍ତାହ ଯାଏଁ ଏହି ସବୁ ମାମଲାରେ…