Odisha Link
Bridging the Missing Links in Odisha
Browsing Tag

FIR

ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା

ଓଏଲ୍‌ ବ୍ୟୁରୋ: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା। କଟକ ସାଇବର ଥାନାରେ ଏତଲା ଦେଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ। ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ…

ରୁଜୁ ମାମଲା ଉପରେ ରୋକ ପାଇଁ…

ନୂଆଦିଲ୍ଲୀ: ଏଲୋପାଥିକୁ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବାବା ରାମଦେବ ବର୍ତ୍ତମାନ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟରରେ ଯାଚିକା ଦାୟର କରି ନିଜ ବିରୋଧରେ ରୁଜୁ ସମସ୍ତ ଏଫଆଇଆରର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି। ରାମଦେବ ଆବେଦନରେ ଆଇଏମଏ ପକ୍ଷରୁ…

ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ…

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବିରୋଧରେ ଏଫଆଇଆର ରୁଜୁ। ମୁମ୍ବାଇ ପୋଲିସ ଏହି ମାମଲା ରୁଜୁ କରିଛି। କରୋନା ପ୍ରତିବନ୍ଧକ ଉଲ୍ଲଂଘନ କରିବା କାରଣରୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ପୋଲିସ କହିଛି ଯେ,…

ଏତଲା ନେବାକୁ ଘରକୁ ଆସିବ ପୁଲିସ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେଉଛି ଲକ୍‌ଡାଉନ୍‌। ମେ' ୫ରୁ ଆରମ୍ଭ ହୋଇ ଲକ୍‌ଡାଉନ୍‌ ମେ ୧୯ ତାରିଖ ଯାଏଁ ବଳବତ୍ତର ରହିବ। ଏହି ସମୟରେ ଅମାନିଆଙ୍କ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯିବ। ଏହାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଏଣିକି…

କଟକର ସିଏମସି ‌ବିକାଶ ଭବନରେ ଅଗ୍ନିକାଣ୍ଡ

କଟକ: କଟକର ସିଏମସି ‌ ବିକାଶ ଭବନରେ ଥିବା ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶ୍ରମ ବିଭାଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ତେବେ‌ ଏହି ନିଆଁ ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରୁ ବ୍ୟାପିଥିବା ସୂଚନା ମିଳିଛି। ପ୍ରକାଶ ଯେ, ସିଏମସି ବିକାଶ ଭବନ ‌ଷ୍ଟୋର ରୁମରେ…

ନିଆଁରେ ପୋଡିହୋଇ ମହିଳା ମୃତ

ବାଲେଶ୍ବର: ନିଆଁରେ ପୋଡି ହୋଇ ମହିଳା ମୃତ। ଏହି ଅଭାବନୀୟ ଘଟଣାଟି ସହଦେବଖୁଣ୍ଟା ଥାନା ଚନ୍ଦମାରି ପଡ଼ିଆ ଅଞ୍ଚଳରେ ଘଟିଛି। ମୃତକ ହେଲେ ବିଷ୍ଣୁ ମୋହନ ବାହାଦୂରଙ୍କ ପତ୍ନୀ ପଦ୍ମାବତୀ। ରାତି ପ୍ରାୟ ୧୦ଟା ବେଳେ ବିଷ୍ଣୁମୋହନ ପରିବାର ସହ ଶୋଇଥିଲା ବେଳେ ଘରେ ନିଆଁ ଲାଗିଥିବା ଦେଖିଥିଲେ। ୧୨ ବର୍ଷରୁ…

ଅର୍ଣ୍ଣବଙ୍କ ନାଁରେ ଭୁବନେଶ୍ୱର…

ଭୁବନେଶ୍ୱର: ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ଏତଲା। ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅର୍ଣ୍ଣବଙ୍କ ନାଁରେ ଏତଲା ଦେଇଛି ଏନଏସୟୁଆଇ।। ଏତଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବି କରାଯାଇଛି। ଏଥିସହ ଅର୍ଣ୍ଣବଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଉ…

ସୋନୁ ସୁଦ୍‌ଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ରିଲ୍‌ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ବିଏମ୍‌ସି ସୋନୁଙ୍କ ନାଁରେ ଆଣିଛି ଏକ ସାଙ୍ଘାତିକ ଅଭିଯୋଗ। ମୁମ୍ବାଇ ପୁଲିସ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି୍। ସୋନୁଙ୍କ ମୁମ୍ବାଇ ଜୁହୁ ସ୍ଥିତ ଛଅ ମହଲା ବିଶିଷ୍ଟ ଘରକୁ ସୋନୁ…

କୁଳମଣି ବରାଳ ହତ୍ୟା ମାମଲା, ୧୨ ଜଣଙ୍କ…

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା। ହତ୍ୟା ମାମଲା ନେଇ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ରୁଜୁ କରାଯାଇଛି। କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଏନେଇ ଏତଲା ଦେଇଛନ୍ତି। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା ନିଆଯାଇଛି। ଏହି ମାମଲାରେ…

ମାଲକାନଗିରି ଜିଲ୍ଲାପାଳ ହତ୍ୟା ଅଭିଯୁକ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ପୂର୍ବରୁ ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା ମାମଲା ଭାବେ ତଦନ୍ତ କରୁଥିଲା। ହେଲେ ମାଲକାନଗିରି ଏସ୍‌ଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଶେଷରେ ହତ୍ୟା ମାମଲା ରୁଜୁ ହୋଇଛି। ରୁଜୁ…