Odisha Link
Bridging the Missing Links in Odisha
Browsing Tag

Ganga river

ବିଶ୍ବର ଦୀର୍ଘତମ କ୍ରୁଜ୍ ଯାତ୍ରା…

ଓଏଲ୍‌ ବ୍ୟୁରୋ : ବାରାଣସୀରେ ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ‘ଏମ. ଭି. ଗଙ୍ଗା ବିଳାସ’ ଯାତ୍ରାର ଶୁଭାରମ୍ଭ ହୋଇଛି। ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି। କ୍ରୁଜ୍‌ ଯାତ୍ରା 'ଗଙ୍ଗା ବିଳାସ' ବାରାଣାସୀରୁ ବାଂଲାଦେଶ ଦେଇ…

ମାନିଲେନି କଟକଣା, ଗଙ୍ଗାରେ ବୁଡ଼ ପକାଇଲେ…

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। କିଛି ରାଜ୍ୟ କଟକଣା କୋହଳ କରିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ କରୋନା ମହାମାରୀ ପାଇଁ ଉତ୍ତରାଖଣ୍ଡ ପ୍ରଶାସନ ଗଙ୍ଗା ସ୍ନାନ ଉପରେ ରୋକ ଲଗାଇଥିଲେ। ହେଲେ କୋଭିଡ କଟକଣାକୁ ଫୁ କରି ରବିବାର ଦିନ ଗଙ୍ଗା ଦଶହରା ଅବସରରେ ଉତ୍ତରାଖଣ୍ଡ…

ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୫ ମୃତ

ଭାଗଲପୁର: ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ବିହାରର ଭାଗଲପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଡଙ୍ଗା ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ନାୱଗଛିୟାର ଗୋପାଳପୁର ତୀନଟଙ୍ଗା ଜାହାଜ ଘାଟ ନିକଟରେ ଘଟିଛି ଏହି ଦୁର୍ଘଟଣା। କୁହାଯାଉଛି ଯେ, ଶ୍ରମିକ ଓ କୃଷକମାନେ ଏକ ଘରୋଇ ଡଙ୍ଗାରେ ବସି…