Odisha Link
Bridging the Missing Links in Odisha
Browsing Tag

Hanging Dead Body

ଜୟଦେବ ବାଟିକାରୁ ଯୁବତୀଙ୍କ ମୃତଦେହ…

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାର ୫୩ ନମ୍ବର ପିଣ୍ଡି ନିକଟରେ ଥିବା ଏକ ଥୁଣ୍ଟା ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିକଟରେ ସାଇକେଲ ଚାବି ସହ ୧୦ ଟଙ୍କିଆ ନୋଟ୍ ପଡିଥିବା ଦେଖିବାକୁ ମିଳିଛି। ହେଲେ ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ। ତେବେ ତାଙ୍କୁ ଦୁଷ୍କର୍ମ ପରେ…

ଜଙ୍ଗଲରୁ ଯୁବକଙ୍କର ଝୁଲନ୍ତା ମୃତ ଦେହ…

ସୁବର୍ଣ୍ଣପୁର: ବିନିକା ଥାନା ସିଂଘିଯୁବା ସଂରକ୍ଷିତ ଜଙ୍ଗଲରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଖବର ପାଇ ବିନିକା ଥାନା ଏସ୍ଆଇ ସୂର୍ଯ୍ୟକାନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ମୃତ ବ୍ୟକ୍ତି ଜଣକ ବିନିକା ଥାନା ସରଗୁନା ଗ୍ରାମ ମଙ୍ଗୁଲୁ ଭୁଏ। ତେବେ ଆତ୍ମହତ୍ୟାର କାରଣ…

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ…

କବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଯୁବକ ଜଣଙ୍କ ମୃତଦେହ ଜଙ୍ଗଲରେ ୩ ରୁ ୪ ଦିନ ହେବ ପଡିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ପ୍ରକାଶ ଯେ, ଯୁବକ ଗାଈ ଚରାଉ ଥିବାବେଳେ ଶବ ଝୁଲୁଥିବା ଦେଖିଥିଲେ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚିକିତ୍ସାଧିନ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗ୍ରାମାଞ୍ଚଳ ଥାନା ତିଲେଇଘୁଟୁ ଗ୍ରାମର କାର୍ମୀ ସୋରେନ। ପ୍ରକାଶ ଯେ, ମଙ୍ଗଳବାର କାର୍ମୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ମ୍ୟାଲେରିଆ…

ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ…

କୋଣାର୍କ : ଝାଉଁବଣରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁରୀ ମୁଖ୍ୟ ରାସ୍ତା ପାଖ ଝାଉଁ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୋଣାର୍କ ପୋଲିସ୍ ଉଦ୍ଧାର କରିଛି। କୋଣାର୍କ ପୁରୀ ମେରାନଡ୍ରାଇବ୍ ରାସ୍ତା ପାର୍ଶ୍ଵ ଝାଉଁ ଗଛରେ ବ୍ୟକ୍ତି ଜଣଙ୍କ ରସି ଲଗାଇ ଆତ୍ମହତ୍ୟା କରିଥିବା…

ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ରାଉରକେଲ : ରାଉରକେଲାର ଟିମ୍ବର କଲୋନୀ ଅଞ୍ଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବକ୍ସର ମୁଣ୍ଡା। ତାଙ୍କ ଘର ଟିମ୍ବର କଲୋନୀରେ। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ବକ୍ସରଙ୍କ ମୃତଦେହ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ।…

ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା…

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରୁ ଏକ ଭଡା ଘରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ଜଣଙ୍କ ଫୋନ ନ ଉଠାଇବାରୁ ପୁରୁଷ ବନ୍ଧୁ ଘର ସାମ୍ନାରେ ହଙ୍ଗାମା କରିଥିଲେ।…

ଗଛରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୂନାପଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୂନାପଲି ଗାଁର…

ମହିଳାଙ୍କ ମୃତ୍ୟୁରେ ଧର୍ମଭାଇର…

ଜଗତସିଂହପୁର: ମହିଳାଙ୍କ ଆତ୍ମହ୍ୟାରେ ମ୍ରିୟମାଣ ହୋଇ ଧର୍ମଭାଇ ବି ଆତ୍ମହତ୍ୟା କରିଛି। ଏମିତି ଏକ ଘଟଣା ଦେଖିବାକୁ ମିଳଛି ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ। ଦୁଇଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ନିଜ ଘରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର…