Odisha Link
Bridging the Missing Links in Odisha
Browsing Tag

Hanging

ନିର୍ଭୟା ମାମଲା: ଦୋଷୀଙ୍କୁ ମାର୍ଚ୍ଚ ୩ରେ…

ନୂଆଦିଲ୍ଲୀ: ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କୁ ଦିଆଯିବ ଫାଶୀ। ଆଜି ତୃତୀୟ ଥର ପାଇଁ ଏହି ଡେଥ୍ ଓ୍ୱାରେଣ୍ଟ ଜାରି କରାଯାଇଛି। ଫାଶି ପାଇଁ ନୂଆ ଡେଥ ୱାରେଣ୍ଟ ଜାରିକଲେ ପଟିଆଲା କୋର୍ଟ। ଦିଲ୍ଲୀ ପାତିଆଲା ହାଉସ୍‌ ଅଦାଲତର ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ…

ଫାଶୀ ପାଇଁ ସୁପ୍ରିମ କୋର୍ଟଙ୍କ ନୂଆ…

ନୂଆଦିଲ୍ଲୀ : ମୃତ୍ୟୁ ଦଣ୍ଡାଦେଶ ପ୍ରକ୍ରିୟାରେ ହେଉଥିବା ବିଳମ୍ବକୁ ନଜରରେ ରଖି ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଗତକାଲି କୋର୍ଟ ଏଭଳି ମାମଲା ଗୁଡିକର ଶୁଣାଣି ପାଇଁ ୬ମାସର ସମୟ ସୀମା ନିର୍ଦ୍ଧାରିତ କରିଛନ୍ତି। ଅର୍ଥାତ୍ ଯେଉଁ ଦିନ ହାଇକୋର୍ଟ ମୃତ୍ୟୁଦଣ୍ଡ ମାମଲାର…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ମୁଗକଣି ଗାଁ ନିକଟ ନାଳ କଡରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ପରିପଙ୍ଗରା ଗାଁର ଗୁନ୍ଥା ପ୍ରଧାନ। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୁନ୍ଥା ପାଖ ଗାଁରେ ଚାଲିଥିବା ଯାତ୍ରା…

୩ ଦୋଷୀଙ୍କ ଫାଶି ପାଇଁ ଅନୁମତି ମାଗିଲା…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିବା ପାଇଁ ଦିଲ୍ଲୀର ପାଟିଆଲା ହାଉସ କୋର୍ଟ ସାନି ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି। ଚାରି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହ…

ଫାଶୀ ପାଇଁ ଜହ୍ଲାଦ ପ୍ରସ୍ତୁତ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତିହାର ଜେଲରେ ପହଞ୍ଚିଛନ୍ତି ଜହ୍ଲାଦ ପବନ। ଆସନ୍ତାକାଲି ସକାଳ ୬ଟାରେ ୪ ନିର୍ଭୟା ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରାଯାଇଛି। ଏଥିପାଇଁ ଆଜି ଅପରାହ୍ଣରେ ପବନ ଡମି ଫାଶୀକୁ କାର୍ଯ୍ୟକାରୀ କରିବେ। ସେପଟେ…

ସୁରତରେ ଓଡ଼ିଆ ବ୍ୟକ୍ତିଙ୍କୁ ଫାଶି ଦଣ୍ଡ

ସୁରତ: ନିଜ ନାବଳିକା ଝିଅକୁ ଦୁଷ୍କର୍ମ ସହ ହତ୍ୟା ମାମଲାରେ ଫାଶି ଦଣ୍ଡା ଦେଶ ହୋଇଛି। ଦୋଷୀ ଟୁକୁନା ଦାସକୁ ଫାଶି ଦଣ୍ଡା ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ୨୦୧୭ ଜୁନ ୨୯ରେ ୧୪ ବର୍ଷର ଝିଅକୁ ହତ୍ୟା କରାଯାଇଥିଲା। ତଦନ୍ତ ବେଳେ ବାପା ଟୁକୁନା ହିଁ ହତ୍ୟା କରିଥିବା ଜାଣିବାକୁ ପାଇଥିଲା ପୋଲିସ।…