Odisha Link
Bridging the Missing Links in Odisha
Browsing Tag

Higher Education Department

୨୦୧୯ ନା ୨୦୨୦

ଭୁବନେଶ୍ବର: ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସଂଘ। ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ଏହି ଆନ୍ଦୋଳନର ଡାକରା ଦିଆଯାଇଛି। ଦେଶର ପ୍ରମୁଖ ୧୦ଟି ଶ୍ରମିକ ସଂଘ ମିଳିତ ଭାବେ ଭାରତ ବନ୍ଦରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଏହାକୁ ଗତକାଲି କଂଗ୍ରେସ ସମର୍ଥନ…

ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ…

ଭୁବନେଶ୍ବର: ଶିକ୍ଷା ଦ୍ୱାରା ସମାଜର ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇ ପାରିବ। ତେଣୁ ଶିକ୍ଷକତାକୁ ଏକବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି। ଆଜି…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

ଭୁବନେଶ୍ୱର: ଏଣିକି କମ୍ ବୟସ୍କ ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ଆଣି ପାରିବେ ନାହିଁ। ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ମୋଟରଚାଳିତ ଗାଡ଼ି ନ ଚଲାଇବା ନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶନାମା…

ପ୍ରତି ମହାବିଦ୍ୟାଳୟରେ ପ୍ରୋକ୍ଟୋରିଆଲ…

ଭୁବନେଶ୍ବର : ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଡିଗ୍ରି, ସ୍ବୟଂଶାସିତ କଲେଜ ନାକ୍‌ ମାନ୍ୟତା‌ ହାସଲ କରିବେ। ଯେଉଁମାନେ ଏବେ ପାଇ ସାରିଛନ୍ତି ଆଗକୁ ଯେପରି ଭଲ ମାନ୍ୟତା ପାଇବେ ସେ ଦିଗରେ ପଦକ୍ଷେପ ନେବେ। ଅତି କମ୍‌ରେ ୮୦ ପ୍ରତିଶତ କଲେଜ ଯେପରି ମାନ୍ୟତା ପାଇବେ ସେ ଦିଗରେ ସମସ୍ତ କଲେଜ ଅଧ୍ୟକ୍ଷ ଯତ୍ନବାନ…

ଶୋଇଛି ଶିକ୍ଷାବିଭାଗ: ୨୧୯ କଲେଜରେ…

ଭୁବନେଶ୍ବର: ରାଜ୍ୟର ୨୧୯ ଡିଗ୍ରୀ ଓ ପ୍ରଫେସନାଲ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ପୂର୍ବରୁ ଯୁଗ୍ମ ନିରୀକ୍ଷଣ (joint inspection) କରାଇ ନାମଲେଖା ପାଇଁ ଅନୁମୋଦନ ଦିଆଯିବା କଥା। ୨୦୧୮ ନଭେମ୍ବର ମାସ ଠାରୁ ଏହି ସବୁ ମହାବିଦ୍ୟାଳୟ ଶିକ୍ଷା ବିଭାଗର ନିରୀକ୍ଷଣ (inspection) ଅପେକ୍ଷାରେ ଥିବା ବେଳେ…

ରାଜ୍ୟର ତିନି ପ୍ରମୁଖ ବିଶ୍ବବିଦ୍ୟାଳୟକୁ…

ଭୁବନେଶ୍ବର: ରାଜ୍ୟର ତିନି ପ୍ରମୁଖ ବିଶ୍ବବିଦ୍ୟାଳୟକୁ ନୋଟିସ୍‌ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳ୍ର ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ନୋଟିସ କରାଯାଇଥିବା ସୂଚନା ରହିଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା…