Odisha Link
Bridging the Missing Links in Odisha
Browsing Tag

Hunger

ଲକ୍‌ଡାଉନ୍: ଛୁଆଙ୍କ ପାଇଁ ଖାଦ୍ୟ ଯୋଗାଡ଼…

ଗୁରୁଗ୍ରାମ: ସ୍ଥାନୀୟ ଡିଏଲ୍‌ଏଫ୍‌ ଫେଜ୍‌-୫ ପଛ ସରସ୍ବତୀ କୁଞ୍ଜରେ ଏକ ନୁଆଣିଆ ଟିଣଛାତ ତଳେ ଅଧାଗଢ଼ା ଘରେ ରହନ୍ତି ରଙ୍ଗମିସ୍ତ୍ରୀ ମୁକେଶ, ତାଙ୍କ ପତ୍ନୀ ପୁନମ୍‌ ଓ ସେମାନଙ୍କର ୪ ସନ୍ତାନ। ଘର ରଙ୍ଗ କରି ଗୁଜୁରାଣ ମେଣ୍ଟାଉଥିବା ମୁକେଶ ପ୍ରାୟ ଏକମାସ ଧରି ଲକ୍‌ଡାଉନ୍‌ କାରଣରୁ ଘରେ ବେରୋଜଗାର ହୋଇ…

ଅଭାବର ଅଦଉତି: ୫ ଛୁଆଙ୍କୁ ଗଙ୍ଗାରେ…

ଲକ୍ଷ୍ନୌ: ଅଭାବ ମମତାମୟୀ ମା'କୁ ବି କେତେ ନିର୍ଦ୍ଦୟ କରିପାରେ ତାହାର ଏକ ବିକଳ ଉଦାହରଣ ଦେଖିବାକୁ ମିଳିଛି ଆଜି ଉତ୍ତରପ୍ରଦେଶରେ। ଜଣେ ମା' ନିଜର ୫ କୁନି ଛୁଆଙ୍କୁ ଗଙ୍ଗାନଦୀରେ ଫିଙ୍ଗିଦେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ବୁଡ଼ାଳିମାନେ ନଦୀରେ ସନ୍ଧାନ…

ଭୋକର ଭୂତାଣୁ ବନାମ କରୋନା

ଶୁଭ୍ରାଂଶୁ ପଣ୍ଡାଙ୍କ ଅନିୟମିତ ସ୍ତମ୍ଭ ଶୁଭସ୍ବର ଭୋକର ଭୂତାଣୁ ବନାମ କରୋନା ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ପ୍ରକୋପ ଏବେ ୧୭୦ରୁ ଅଧିକ ଦେଶକୁ ବ୍ୟାପିଥିବା ବେଳେ ଅନେକ ଦେଶରେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଗଲାଣି। ଏଯାବତ୍‌ ୭୦୦୦ରୁ ଅଧିକ ଲୋକଙ୍କର କରୋନା କାରଣରୁ ଜୀବନହାନି ହେଲାଣି।…