Odisha Link
Bridging the Missing Links in Odisha
Browsing Tag

Icc World Cup 2023

ବିଶ୍ବକପ୍‌ ୨୦୨୩: ସେମି ଟିକେଟ୍‌ ପାଇଁ…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଆସି ପହଁଞ୍ଚିଛି ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩। ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଉ ୩ଟି ଦଳ ସେମି ଏଣ୍ଟ୍ରି କରିବେ। ତେବେ ଆଜି ପୂର୍ବାହ୍ନରେ ବେଙ୍ଗାଲୁରୁରେ ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି।…

ବି‌ଶ୍ବକପ୍‌: ଟିମ୍‌ ଇଣ୍ଡିଆର ବିରାଟ…

ଓଏଲ୍‌ ବ୍ୟୁରୋ: ୨୦୨୩ ଦିନିକିଆ ବି‌ଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ବିଶ୍ବକପ୍‌ର ୩୩ ତମ ମୁକାବିଲାରେ ଶ୍ରୀଲଙ୍କାକୁ ୩୦୨ ରନ୍‌ରେ ହରାଇ ସେମିରେ ଦମଦାର ଏଣ୍ଟ୍ରି କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ବ୍ୟାଟସମ୍ୟାନ୍‌ଙ୍କ ଦମଦାର ବ୍ୟାଟିଂ ଓ ଦ୍ବିତୀୟ ଇନିଂସରେ…

ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରଥମେ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ। ଗୋଟିଏ ପରିବର୍ତ୍ତନ ସହିତ…

ଆଜି ଭାରତ-ପାକିସ୍ତାନ ମହାମୁକାବିଲା:…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା। ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍‌ର ୪୮ ଘଣ୍ଟା…

ଦିନିକିଆ ବିଶ୍ବକପ୍: ପ୍ରଥମ ଦଳ ଭାବେ…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଛି ଦିନିକିଆ ବିଶ୍ବକପ୍‌ ୨୦୨୩। ଦିନିକିଆ ମହାକୁମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ୧୦ଟି ଦଳ। ବିଶ୍ବକପ୍‌କୁ ଆଖିି ଆଗରେ ରଖି ଅଷ୍ଟ୍ରେଲିଆ ଦଳ ଏବେଠୁ କଲାଣି ପ୍ରସ୍ତୁତି। ବିଶ୍ବକପ୍‌ ପାଇଁ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ…

ଆଇସିସି ପ୍ରୋମୋରେ ଓଡ଼ିଆ ପୁଅ, ଏବେ…

ଓଏଲ୍‌ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଆଗାମୀ ଦିନିକିଆ ବିଶ୍ବକପ୍‌ ପାଇଁ ଅଫିସିଆଲ୍‌ ପ୍ରୋମୋ ଲଞ୍ଚ କରିଛି। ଏହି ପ୍ରୋମୋରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌, ଜେପି ଡୁମୁନି, ଶୁଭମନ ଗିଲ, ଦିନେଶ କାର୍ତ୍ତିକ ନଜର ଆସିଛନ୍ତି। ଏଥିସହିତ ଓଡ଼ିଆ ପୁଅ ତଥା ବିରାଟ କୋହଲିଙ୍କ ବଡ଼…