Odisha Link
Bridging the Missing Links in Odisha
Browsing Tag

IED

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ନିଜ ଜାଲରେ…

ମାଲକାନଗିରି: ନିଜ ଜାଲରେ ନିଜେ ଫସିଲେ ନକ୍ସଲ। ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ ଘଟିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତାରେ ଏହି ବିସ୍ଫୋରଣ ଘଟିଛି। ରାସ୍ତା ନିର୍ମାଣ କାର୍ଯ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କୁ ଟାର୍ଗେଟ…

ଜାମ୍ମୁରୁ ୭ କିଲୋ ଆଇଇଡି ଜବତ

ଜାମ୍ମୁ: ଗତକାଲି ପୁଲୱାମା ଆକ୍ରମଣକୁ ଦ୍ବିତୀୟ ବର୍ଷ ପୂରିଥିବା ବେଳେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଗତକାଲି ଜାମ୍ମୁ ବସଷ୍ଟାଣ୍ଡ ନିକଟରୁ ସୁରକ୍ଷାକର୍ମୀମାନେ ୭କିଲୋଗ୍ରାମ ବିସ୍ଫୋରକ (ଆଇଇଡି)ଜବତ କରିଛନ୍ତି। ଏହି ଆକ୍ରମଣ ଯୋଜନାରେ ସମ୍ପୃକ୍ତ ଅଭିଯୋଗରେ ୪…

୪୦ କିଲୋ ଆଇଇଡି ନିଷ୍କ୍ରିୟ କଲେ…

ରାଞ୍ଚି: ବଡ଼ଧରଣର ମାଓ ଷଡଯନ୍ତ୍ର ପଣ୍ଡ। କମ୍ବିଂ ଅପରେସନ୍ କରୁଥିବା ରାସ୍ତାରେ ବିସ୍ଫୋରଣ ଷଡଯନ୍ତ୍ର ରଚିଥିଲେ ମାଓବାଦୀ। ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାରେ ବିସ୍ଫୋରଣ ଷଡଯନ୍ତ୍ର ରଚିଥିଲେ ମାଓବାଦୀ। ସୌଭାଗ୍ୟ ବଶତଃ ବିସ୍ଫୋରଣ ପୂର୍ବରୁ ଷଡଯନ୍ତ୍ର ସମ୍ବର୍କରେ ସିଆର୍‌ପିଏଫ୍‌…

ବଡ଼ ଧରଣର ଆତଙ୍କୀ ଷଡଯନ୍ତ୍ରକୁ ବିଫଳ କଲା…

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ। ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜାମ୍ମୁ କାଶ୍ମୀରର ରାଜପୋରା…