Odisha Link
Bridging the Missing Links in Odisha
Browsing Tag

IND VS BAN

ରୋହିତଙ୍କ ଛକାରେ ଆହାତ ହୋଇଥିଲେ ଯୁବତୀ,…

ବର୍ମିଂହାମ୍: କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ବାଂଲାଦେଶକୁ ୨୮ ରନରେ ହାରଇ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଶତକ ଏବଂ ବୁମରାଙ୍କ ଘାତକ ବୋଲିଂ ବଳରେ ସହଜରେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ରୋହିତ ୯୨ଟି ବଲରେ…

କ୍ରିକେଟ ବିଶ୍ବକପ୍: ସେମିରେ ଟିମ୍‌…

ବର୍ମିଂହାମ୍: କ୍ରିକେଟ ମହାକୁମ୍ଭ ୨୦୧୯ର ସେମିଫାଇନାଲରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ। ବିଶ୍ବକପର ୪୦ ତମ ମ୍ୟାଚରେ ବାଂଲାଦେଶ ଟିମ୍‌ ୨୮ ରନରେ ଟିମ୍‌ ଇଣ୍ଡିଆ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ଫଳରେ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅପରପକ୍ଷେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ…

କ୍ରିକେଟ ବିଶ୍ବକପରେ ପ୍ରଥମ, ଟିମ୍‌…

ଏଜବାଷ୍ଟନ: ଚଳିତ ବିଶ୍ବକପରେ ଟିମ୍‌ ଇଣ୍ଡିଆ ଏକ ରେକର୍ଡ଼ ସୃଷ୍ଟି କରିଛି। ବିଶ୍ବକପରେ ପ୍ରଥମ ଦଳ ଭାବେ ଭାରତୀୟ ଦଳ ତାର ଚୂଡ଼ାନ୍ତ ଏକାଦଶରେ ୪ଜଣ ଓ୍ବିକେଟ କିପରଙ୍କୁ ସ୍ଥାନ ଦେଇଛି। କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି। ଆଜିର…

କ୍ରିକେଟ ବିଶ୍ବକପ୍: ଟସ୍‌ ଜିତି ଟିମ୍‌…

ଏଜବାଷ୍ଟନ: କ୍ରିକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି। ଆଜିର ମ୍ୟାଚରେ ଟିମ୍‌ ଇଣ୍ଡିଆ ତାର ପ୍ଲେଇଙ୍ଗ ଇଲେଭେନରେ କିଛିଟା ପରିବର୍ତ୍ତନ କରିଛି। ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଏବଂ ଭୁବନେଶ୍ବର କୁମାର ଟିମରେ…

କ୍ରିକେଟ ବିଶ୍ବକପ୍: ୨ ଏସୀୟ ରାଷ୍ଟ୍ର…

ବର୍ମିଂହାମ: ଆଉ ଅଳ୍ପ ସମୟ ପରେ କ୍ରିକେଟ ମହାକୁମ୍ଭରେ ସାମ୍ନାସାମି ହେବ ୨ ଏସୀୟ ରାଷ୍ଟ୍ର ଭାରତ ଏବଂ ବାଲାଂଦେଶ। କ୍ରକେଟ ମହାକୁମ୍ଭର ୪୦ ତମ ମ୍ୟାଚରେ ଆଜି ପଡ଼ିଆକୁ ଓହ୍ଲାଇବେ ଟିମ୍‌ ଇଣ୍ଡିଆ ଏବଂ ବାଲାଂଦେଶ। ଏହି ମ୍ୟାଚଟି ଏଜବାଷ୍ଟନରେ ଅପରାହ୍ନ ୩ଟାରେ ଖେଳାଯିବ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପରାଜୟ ବରଣ…

ଭାରତ ବିପକ୍ଷ ମ୍ୟାଚରେ ସ୍ବତନ୍ତ୍ର…

ଲଣ୍ଡନ: ବାଲାଂଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଲାଂଦେଶ ୬୨ ରନ୍‌ରେ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ବାଲାଂଦେଶ ଟିମ୍‌ କ୍ରିକେଟ ମହାକୁମ୍ଭର ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଗ୍ରସର ହେଉଛି। ବାଲାଂଦେଶର ଆଗାମୀ ମୁକାବିଲା ଟିମ୍‌ ଇଣ୍ଡିଆ ସହ ଅଛି। ତେଣୁ ବାଲାଂଦେଶ…