Odisha Link
Bridging the Missing Links in Odisha
Browsing Tag

INX

ପୁଣି ନିରାଶ ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ ପୁଣିଥରେ ହେଲେ ନିରାଶ। ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପି ଚିଦାମ୍ବରମଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦିକୁ ନଭେମ୍ବର ୧୩ ଯାଏ ବୃଦ୍ଧି କରିଛନ୍ତି। ଅର୍ଥାତ ସେ…

ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଓଡ଼ିଆ…

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗକୁ ଗିରଫ ହୋଇଥିବା କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ଅଡ଼ୁଆ ବଢ଼ିପାରେ। କାରଣ ଏହି ମାମଲାରେ ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲ୍ଲରଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଇଏନଏକ୍ସ…

ପୁଣି ନିରାଶ ଚିଦାମ୍ବରମ୍, ଅକ୍ଟୋବର ୩…

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍। କାରଣ ଅକ୍ଟୋବର ୩ ତାରିଖ ଯାଏ ବଢ଼ିଲା ପି. ଚିଦାମ୍ୱରମଙ୍କ ବିଚାର ବିଭାଗୀୟ ହାଜତ ଅବଧି। ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ୱରମଙ୍କ ହାଜତ ମିଆଦ ବଢାଇଛନ୍ତି। ଅଗଷ୍ଟ ୨୦ରେ ଆଇଏନଏକ୍ସ ମିଡିଆ ଦୁର୍ନୀତି…

ପୁଣିଥରେ ନିରାଶ ହେଲେ ପି.ଚିଦାମ୍ବରମ

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ। ଆଜି ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମ ଜାମିନ୍‌ ଆବେଦନ କରିଥିଲେ ହେଁ କୋର୍ଟ ଏହା ଉପରେ କୌଣସି ରାୟ ଦେଇ ନାହାନ୍ତି। ବରଂ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ସ୍ଥିତାବସ୍ଥା ଜାଣିବା ପାଇଁ ସିବିଆଇକୁ ନୋଟିସ୍‌ କରିଛନ୍ତି।…

ଚିଦାମ୍ୱରମଙ୍କୁ ଝଟକା, ଅଗ୍ରୀମ ଜାମିନ୍…

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍। ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ…

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା:…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚଦାମ୍ବରମଙ୍କୁ ମିଳିଛି ସାମୟିକ ଆଶ୍ବସ୍ତି। କାରଣ ତିହାର ଜେଲ ଯିବେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ।ଆଜି ସୁପ୍ରିମକୋର୍ଟ ସେପ୍ଟମ୍ବର ୫ ତାରିଖ ପର୍ଯ୍ୟନ୍ତ ପି.ଚିଦାମ୍ବରମଙ୍କୁ ସିବିଆଇ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ତାଙ୍କୁ ଆଉ ତିହାର…

ସମସ୍ତ ସମ୍ପତ୍ତି ବୈଧ: ପି. ଚିଦାମ୍ବରମ୍‌

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ସମ୍ପତ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ଚିଦାମ୍ବରମ୍‌ଙ୍କ ପକ୍ଷରୁ ସତ୍ୟପାଠର ପାଲଟା ଉତ୍ତର ଦିଆଯାଇଛି। ସମସ୍ତ ସମ୍ପତ୍ତି ବୈଧ ବୋଲି ଚିଦାମ୍ବରମ୍‌ଙ୍କ ପକ୍ଷରୁ…