Odisha Link
Bridging the Missing Links in Odisha
Browsing Tag

Jammu_Kashmir

ପୁଲୱାମା ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ଜାମ୍ମୁ: ଆଜି ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଅବନ୍ତୀପୋରାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ଆତଙ୍କୀଠାରୁ ବହୁ ପରିମାରଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି। ଭାରତୀୟ ସୀମାର ନିୟନ୍ତ୍ରଣ…

ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାର :…

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବା ପାଇଁ ଜାମ୍ମୁ ଓ କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲ୍‍ବାଗ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଓ ଘେରାବନ୍ଦୀ ଅଭିଯାନକୁ ଜୋର୍‍ଦାର କରିବାକୁ ସେ କହିଛନ୍ତି। ଅସ୍ଥିରତା…

ଉରିରେ ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନ,…

ଜାମ୍ମୁକାଶ୍ମୀର: ଉତ୍ତର କାଶ୍ମୀର ସୀମାନ୍ତ ବାରାମୁଳା ଜିଲାର ଉରି ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଆଜି ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ଆକ୍ରମଣରେ ଗୁରୁବାର ୨ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ…

ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସେନାର…

ଜାମ୍ମୁ: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାର କୃଷ୍ଣା ଘାଟି ଏବଂ ମନକୋଟ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଆକ୍ରମଣ ହୋଇଥିଲା। ଏହାର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା ଏଥିରେ ତତ୍ତାପାନୀ ଏବଂ କୁପୱାଡ଼ା ସେକ୍ଟରରେ ଥିବା…

ଜମ୍ମୁ-କଶ୍ମୀର ଅଧିବାସୀଙ୍କୁ ଚାକିରି ଓ…

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅଧିବାସୀଙ୍କୁ ସ୍ୱତନ୍ତ୍ର ଭାବେ ଜମି ଓ ଚାକିରି କ୍ଷେତ୍ରରେ ସ୍ଥାୟୀ ଅଧିକାର ମିଳିବ। ବର୍ତ୍ତମାନ ନିଯୁକ୍ତି ଅଭାବରୁ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଛି। ତେଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାୟୀ ଅଧିକାର ଦେବାକୁ…