Odisha Link
Bridging the Missing Links in Odisha
Browsing Tag

Journalists

୩ ରିପବ୍ଲିକ୍‌ ଟିଭି ସାମ୍ବାଦିକଙ୍କୁ…

ମୁମ୍ବାଇ: ମୁମ୍ବାଇରେ ସତେ ଯେମିତି କରୋନା ଭୂତାଣୁ ସାମ୍ବାଦିକଙ୍କ ପିଛା ଛାଡ଼ୁନାହିଁ। ଗତ ମାସରେ ୫୩ ଜଣ ସାମ୍ବାଦିକ କୋଭିଡ୍‌ ପିଡ଼ୀତ ହୋଇଥିବା ବେଳେ ଗତକାଲି ଆଉ ୩ ଜଣଙ୍କ ଠାରେ ଏହି ରୋଗ ଠାବ କରାଯାଇଚି। ଅର୍ଣ୍ଣବ ଗୋସ୍ବାମୀଙ୍କ ପରିଚାଳିତ ଖବର ଚ୍ୟାନେଲ "ରିପବ୍ଲିକ୍‌ ଟିଭି"ର ୩ ଜଣ ସାମ୍ବାଦିକଙ୍କ…

ସାମ୍ବାଦିକଙ୍କୁ ୧୫ ଲକ୍ଷ ବୀମା: OWJA…

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ଓଡ଼ିଶା ସରକାର। ସରକାରଙ୍କର ଏ ଘୋଷଣାରେ କୃତଜ୍ଞତା ପ୍ରକାଶ କରିଛି ଓଡ଼ିଶା ଓ୍ବେବ୍‌ ଜର୍ଣାଲିଷ୍ଟ ଆସୋସିଏସନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ…

୩୦ ସାମ୍ବାଦିକ କରୋନା ଆକ୍ରାନ୍ତ

ମୁମ୍ବାଇ: ଗତ ସପ୍ତାହରେ ଏକ ସ୍ପେଶାଳ ମେଡିକାଲ କ୍ୟାମ୍ପରେ ସ୍ଥାନୀୟ ସାମ୍ବାଦିକମାନଙ୍କର ସ୍ବାବ୍‌ ନମୁନା ପରୀକ୍ଷଣ କାଯାଇଥିବା ବେଳେ ୩୦ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଆକ୍ରାନ୍ତ ସାମ୍ବାଦିକମାନଙ୍କ ମଧ୍ୟରୁ ଅଧିକାଂଶ ଟିଭି ଚ୍ୟାନେଲରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ କିଛି…

ସାମ୍ବାଦିକ: ସାମାଜିକ ସୁରକ୍ଷା ବିହୀନ…

ରୁଦ୍ରପ୍ରସନ୍ନ ରଥ ସତରେ ଗତ ତିନିମାସରେ ସମଗ୍ର ବିଶ୍ୱରେ ଅନେକ କିଛି ବଦଳି ଯାଇଛି। ଦେଶ ବିଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ତାଲା ପଡ଼ିଛି। ବିଶ୍ୱରେ ବ୍ୟବସାୟ କାରବାର ଠପ୍ ହୋଇଯାଇଛି। ବିଶ୍ୱର ଅନେକ ଦେଶରେ ଲୋକ ଏବେ ଏକପ୍ରକାର ଗୃହବନ୍ଦୀ। କରୋନା ପରି ଏକ ଅଜଣା ଅଶୁଣା ଭୂତାଣୁର ପ୍ରଭାବରେ ଏବେ…

ଅନୁଭବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୨୪…

ଭୁବନେଶ୍ୱର: ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ତ୍ତ୍ୟବରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି। ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ନେଇ ସାମ୍ବାଦିକମାନେ କଡ଼ା ପ୍ରତିବାଦ କରିଛନ୍ତି। ଭୁବନେଶ୍ୱରରେ…