Odisha Link
Bridging the Missing Links in Odisha
Browsing Tag

Jyoti Prakash Panigrahi

ଖବରକାଗଜ ବାଣ୍ଟିଲେ ମନ୍ତ୍ରୀ…

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାରରେ ମାତିଛନ୍ତି ନେତା ଓ ମନ୍ତ୍ରୀ। ବାଲେଶ୍ୱର ସହରରେ ଆଜି ସକାଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ସକାଳ ପ୍ରାୟ ସାଢେ ୬ଟା ସମୟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାଇକେଲରେ ଘର ଘର ବୁଲି ଖବରକାଗଜ ବାଣ୍ଟିଛନ୍ତି।…

ଚନ୍ଦ୍ରଭାଗାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ…

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍‌ରେ ହେବ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ମିଳନୀ। ଆସନ୍ତା ୨୩ ଓ ୨୪ ରେ ଦୁଇ ଦିନ ଧରି ଏହି ସମ୍ମିଳନୀ ହେବ। ଏଥିରେ ଦେଶର ପ୍ରାୟ ସବୁ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବେ। ଏହି ସମ୍ମିଳନୀ ଭାରତରେ ଓଡିଶାର ସତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ…

ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନରେ…

ଭୁବନେଶ୍ୱର : ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଖୋର୍ଦ୍ଧା ଜିଲ୍ଲା ଆଁଳାସ୍ଥିତ କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟ ଓ ନିକଟସ୍ଥ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ପାଣିଗ୍ରାହୀ ଶିକ୍ଷାଧିକାରୀଙ୍କ…

ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ…

ଭୁବନେଶ୍ବର: ପାଠାଗାର ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ। ଏଥିରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ବ କରିବା ଭଳି ସଦସ୍ୟମାନଙ୍କୁ ରଖାଯିବ ଏବଂ ଜଣେ ଅଧ୍ୟକ୍ଷ ରହିବେ। ଏହି ପରିଷଦ ସାରା ରାଜ୍ୟରେ ରହିଥିବା ସର୍ବସାଧାରଣ ପାଠାଗାରଗୁଡ଼ିକର…

ଆଇନ ଉଲ୍ଲଂଘନ କରିନି: ଜ୍ୟୋତିପ୍ରକାଶ

ଭୁବନେଶ୍ୱର: ମୁଁ କୌଣସି ପ୍ରକାର ଆଇନ ଉଲ୍ଲଂଘନ କରିନାହିଁ। ଏହା କହିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ୨ ଜଣ ମହିଳାଙ୍କ ସହ ନିଜର ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ସେ ଏଭଳି କହିଛନ୍ତି। ଏଥିସହ ସରକାରୀ ପାଣ୍ଠିରୁ ଗୋଟିଏ ଟଙ୍କା ବି ବ୍ୟୟ କରାଯାଇନଥିବା ସେ କହିଛନ୍ତି। ସୂଚନାଯୋଗ୍ୟ…