Odisha Link
Bridging the Missing Links in Odisha
Browsing Tag

K.Sivan

ଜଣେ ଭାରତୀୟଙ୍କୁ ନେଇ ମହାକାଶ ଯିବ…

ବେଙ୍ଗାଲୁରୁ: ୨୦୨୧ରେ ମହାକାଶକୁ ଭାରତ ପଠାଇବ ଗଗନଯାନ। ଏହା ହେବ ଭାରତର ପ୍ରଥମ ମାନବ ପ୍ରେରଣ ଅଭିଯାନ। ହେଲେ ମିଶନ ଗଗନଯାନରେ ମାତ୍ର ଜଣେ ମହାକାଶଚାରୀ ଯାଇପାରନ୍ତି ବୋଲି ମଙ୍ଗଳବାର ଦିନ ‘ଇସ୍ରୋ’ ମୁଖ୍ୟ କେ ଶିବନ କହିଛନ୍ତି। ‘ଗଗନଯାନ’ରେ ଅନ୍ତରୀକ୍ଷକୁ ପ୍ରେରଣ କରାଯିବା ନିମନ୍ତେ ମନୋନୀତ ହୋଇଥିବା…

ଲ୍ୟାଣ୍ଡର ବିକ୍ରମ ଭବିଷ୍ୟତରେ ହେବ ସଫ୍ଟ…

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଲା। ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି ଏହା କହିଛନ୍ତି। ଆଗାମୀ ମାସରେ ଇସ୍ରୋ ଅନେକ…

ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ୨.୧…

ନୂଆଦିଲ୍ଲୀ: ଲ୍ୟାଣ୍ଡର ବିକ୍ରମକୁ ନେଇ ଇସ୍ରାେ ମୁଖ୍ୟ କେ.ସିବନ ନୂଆ ତଥ୍ୟ ଦେଇଛନ୍ତି। ମିଶନ୍‌ ଚନ୍ଦ୍ରଯାନ-୨ର ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରରେ ଥିବାବେଳେ ସମ୍ପର୍କ ଛିନ୍ନ ହୋଇ ନ ଥିଲା ବରଂ ଏହା ଚନ୍ଦ୍ରପୃଷ୍ଠର ଅତି ନିକଟରେ ପହଞ୍ଚି ଯାଇଥିଲା। ଲ୍ୟାଣ୍ଡର ବିକ୍ରମକୁ ନେଇ ଏଭଳି…

ଅର୍ବିଟର ଠିକ୍ ଭାବରେ କାମ କରୁଛି: କେ…

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଅର୍ବିଟର ଠିକ୍ ଭାବରେ କାମ କରୁଛି। ସମସ୍ତ ଜିନିଷ ଠିକ୍ ଭାବରେ ଚାଲୁଛି। ଏଭଳି କହିଛନ୍ତି ଇସ୍ରୋ ମୁଖ୍ୟ କେ ସିବନ। ଏକ ରାଷ୍ଟ୍ରୀୟ ସ୍ତରୀୟ ସମିତି ବିକ୍ରମ ସହ ସମ୍ପର୍କ ଛିନ୍ନ ହେବା ନେଇ ବିଶ୍ଳେଷଣ କରୁଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ ସିବନ ଚନ୍ଦ୍ରଯାନ-୨କୁ ନେଇ…

ଆଜି ଓଡ଼ିଶା ଆସିବେ ରକେଟ୍ ମ୍ୟାନ୍

ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ ଆଜି ଭୁବନେଶ୍ୱର ଆସିବେ। ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍। ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି। ଶିବନଙ୍କୁ ସ୍ୱାଗତ କରିବା ସହ ତାଙ୍କ ବକ୍ତବ୍ୟ ଶୁଣିବାକୁ…