Odisha Link
Bridging the Missing Links in Odisha
Browsing Tag

Kerala

ମସଜିଦରେ ହିନ୍ଦୁ ରୀତିନିତିରେ ହାତ ଧରିଲେ…

କେରଳ: ମସଜିଦରେ ହିନ୍ଦୁ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେଲେ ନବ ଦମ୍ପତ୍ତି। ଏ ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କେରଳର ଅଲାପୁଝାରେ ଥିବା ମୁସଲିମ ସମୁଦାୟ ମସଜିଦ ପରିସରରେ ଏକ ହିନ୍ଦୁ ଝିଅର ବିବାହ କରାଇଛନ୍ତି। ରବିବାର ଅଲାପୁଝାରେ ଚେରୁବଲ୍ଲୀ ସ୍ଥିତ ଜୁମା ମସଜିଦରେ ଏହି…

ନରେନ୍ଦ୍ର ମୋଦିଙ୍କ ଭଲ ଗୁଣ ହେଉଛି ସେ…

କେରଳ: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ପାଞ୍ଚ ପିଢିର ବଂଶଜ ରାହାୁଲ ଗାନ୍ଧିଙ୍କ ପାଇଁ କୌଣସି ବି ମୌକା ନାହିଁ। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚକ ବିଶିଷ୍ଟ ଇତିହାସକାର ରାମଚନ୍ଦ୍ର ଗୁହା। ଶୁକ୍ରବାର କେରଳ ସାହିତ୍ୟ ଉତ୍ସବର ୨ୟ ଦିନର 'ଦେଶଭକ୍ତି ବନାମ ଅନ୍ଧ…

ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ନା ନୁହେଁ,…

କେରଳ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା। ଅନ୍ୟପଟେ ଏପ୍ରିଲ ମାସ ୧ ତାରିଖରୁ ଆରମ୍ଭ ହେବ ଏନପିଆର। ଫଳରେ କିଏ ଭାରତୀୟ ଓ କିଏ ବିଦେଶୀ ସେକଥା କେନ୍ଦ୍ର ସରକାର ଜାଣିବେ ଏନପିଆର ମାଧ୍ୟମରେ। ହେଲେ ସାରା ଦେଶରେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ…

ନୂଆଦିଲ୍ଲୀ: ଜାନୁଆରୀ ୧୦ରେ ସାରା ଦେଶରେ ଆଇନ୍‌ ଭାବେ କାର୍ଯ୍ୟକାରୀ ହେଲା ନାଗରିକତା ସଂଶୋଧନ ଆଇନ୍‌(ସିଏଏ)। ଏନେଇ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅନ୍ୟପଟେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ କେରଳ…

ସାନ୍‌ ଓ ସ୍ମୃତିଙ୍କ ନିଆରା ସଂଘର୍ଷ

କେରଳ: କୁହାଯାଏ ପତି-ପତ୍ନୀଙ୍କ ସଂପର୍କ ଦୁଇ ମନ ଗୋଟିଏ ପ୍ରାଣ ବୋଲି। ଏମିତି ଏକ ନିଆରା ସ୍ୱାମୀ-ସ୍ତ୍ରୀ ସଂପର୍କ ଦେଖିବାକୁ ମିଳିଛି କେରଳ ଥିସୁରରେ। ସାତ ଜନ୍ମ ଏକାଠି ରହିବାକୁ ପଣ କରି ଏହାକୁ ସତ ଭାବେ ପ୍ରମାଣିତ କରିଛନ୍ତି ସାନ୍ ଇବ୍ରାହିମ୍ ଓ ସ୍ମୃତି ବିଜୟନ। ବିବାହର କିଛି ବର୍ଷ ପରେ ହଠାତ୍…

ମୁଖ୍ୟମନ୍ତ୍ରୀଙ୍କ ମହାନତା

ଥିରୁଅନନ୍ତପୁରମ୍: ଜଣେ ଭିନ୍ନକ୍ଷମଙ୍କ ପାଦ ସହ ହାତମିଳାଇ ମହାନତା ପ୍ରଦର୍ଶନ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରେଇ ବିଜୟନ। କେବଳ ସେତିକି ନୁହେଁ ତାଙ୍କ ସହ ନିଜ କାର୍ଯ୍ୟାଳୟରେ ବେଶ୍‌ କିଛି ସମୟ ବିତାଇଥିବା ବିଜୟନ୍‌ ତାଙ୍କ ପାଦରୁ ଚେକ୍‌ ସଂଗ୍ରହ କରିବା ସହ ସେଲ୍‌ଫି ମଧ୍ୟ ଉଠାଇଥିଲେ। ଏହି…

ଗୋଡ଼ରେ ଲେଖିବାରେ ମାହିର ଦେବିକା

ନୂଆଦିଲ୍ଲୀ: ଯଦି ମନରେ ଦୃଢ ଇଚ୍ଛାଶକ୍ତି ଅଛି ତାହାଲେ ଜୀବନରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ସେପରି ଏକ ଖବର ସାମ୍ନାକୁ ଆସିଛି। ଦେବିକା ନାମକ ଜଣେ ଯୁବତୀ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସଫଳତା ହାସଲ କରିପାରିଛନ୍ତି। ପିଲାଦିନେ ଯେତେବେଳେ ଦେବିକା ପଢିବାକୁ ବସୁଥିଲେ, ମାଆ ବାପା ତାଙ୍କ ଗୋଡ…

୩୦ ଛାତ୍ର କେରଳରେ ଉଡ଼ାଇଲେ ପାକିସ୍ତାନ…

ନୂଆଦିଲ୍ଲୀ: କେରଳରେ ଉଡ଼ିଲା ପାକିସ୍ତାନର ଜାତୀୟ ପତାକା। କେରଳର ଏକ କଲେଜର ପ୍ରାୟ ୩୦ ଜଣ ଛାତ୍ର ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିବା ଅଭିଯୋଗ ହୋଇଛି। ଏହି ଛାତ୍ରମାନେ ମୁସଲିମ୍ ଛାତ୍ର ଫ୍ରଣ୍ଟର। ତାଙ୍କ ବିରୋଧରେ କୋଝିକୋଡ ଜିଲ୍ଲାର ପେରାମ୍ୱରା ପୁଲିସ ମାମଲା ରୁଜୁ କରିଛି। ଗତ ଗୁରୁବାର…