Odisha Link
Bridging the Missing Links in Odisha
Browsing Tag

Kerala

ତାମିଲନାଡ଼ୁ ମନ୍ଦିରରେ ଘୁଷୁରୀ ମାଂସ…

କୋଏମ୍ବାଟୁର: ସ୍ଥାନୀୟ ଦୁଇଟି ହିନ୍ଦୁ ମନ୍ଦିର ଦରଜା ପାଖରେ କେହି କଞ୍ଚା ମାଂସ ରଖିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ହିନ୍ଦୁ ମୁନ୍ନାନି ନାମକ ଏକ ଧର୍ମୀୟ ସଂଗଠନର କର୍ମକର୍ତ୍ତାମାନେ ଅପରାଧୀକୁ ଧରିବା ଦାବିରେ ରାସ୍ତାକୁ ଓହ୍ଲାଇଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି। ଗତ ଶୁକ୍ରବାର ଦିନ…

ବିମାନରେ ୧୭୭ ଯୁବତୀଙ୍କୁ କେରଳରୁ ଓଡ଼ିଶା…

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପ୍ରତି ପୁଣି ନିଜର ହୃଦୟବତ୍ତା ପ୍ରଦର୍ଶନ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଡ୍। କେରଳରେ ଫସି ରହିଥିବା ୧୭୭ ଜଣ ଓଡ଼ିଆ ଯୁବତୀଙ୍କୁ ବିମାନ ଯୋଗେ ଭୁବନେଶ୍ବର ଆଣିବାର ବ୍ୟବସ୍ଥା କରିଛନ୍ତି ଏହି ଅଭିନେତା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେରଳର…

୧୨୦୦ ଶ୍ରମିକଙ୍କୁ ଧରି କେରଳରୁ…

ଭୁବନେଶ୍ବର: କେରଳର ଏର୍ଣାକୁଲମ୍‌ରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିବ। ଲକ୍‌ଡାଉନ୍‌ କାରଣରୁ କେରଳରେ ଅଟକି ରହିଥିବା ୧୨୦୦ ଓଡ଼ିଆ ଶ୍ରମିକ ଏଥିରେ ରାଜ୍ୟକୁ ଫେରିବେ। ଆଜି ସଂଧ୍ୟା ୬ଟାରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଏର୍ଣାକୁଲମ୍‌ ଜିଲ୍ଲାର ଅଲୁଭା ଷ୍ଟେସନ୍‌ରୁ ବାହାରିବ।…

କରୋନାରେ ଆଖି ବୁଜିଲା ୪ ମାସର ଶିଶୁ…

କୋଝିକୋଡ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ଦେଶରେ ମୃତକଙ୍କ ସଂଖ୍ୟା ୭୦୦ ଟପିଲାଣି। ଏହାରି ମଧ୍ୟରେ କରୋନା ପଜିଟିଭରେ ଆକ୍ରାନ୍ତ ହୋିଥିବା ଏକ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଗତ ଗୁରୁବାର ଶିଶୁଟିର କରୋନା ରିପୋର୍ଟ ପଜିଟିଭ ଆସିଥିବାବେଳେ ଶୁକ୍ରବାର…

ଗାଡ଼ି ଛାଡ଼ିଲାନି ପୁଲିସ, ବାପାଙ୍କୁ…

କୋଲାମ୍: କରୋନା ଲକ୍‌ଡାଉନ୍‌ ସମୟରେ କେରଳର କୋଲାମ୍‌ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। କୁଲାନ୍ତପୁଝା ଗାଁର ଜଣେ ବ୍ୟକ୍ତି ନିଜ କନ୍ଧରେ ରୋଗିଣା ବାପାଙ୍କୁ ଧରି ଡାକ୍ତରଖାନାରୁ ବାହାରିଛନ୍ତି। ସେ ବିକଳରେ ରାସ୍ତାରେ ଦୌଡ଼ି ଦୌଡ଼ି ଯାଉଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଏବେ…

ଗୁରୁଦ୍ବାରରେ ଆକ୍ରମଣ କରିଥିବା ଯୁବକ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ କାବୁଲରେ ଏକ ୪୦୦ ବରଷ ପୁରୁଣା ଗୁରୁଦ୍ବାର ଉପରେ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ (IS)। ଏଥିରେ ୨୫ ଜଣ ଶିଖ୍‌ ପ୍ରାଣତ୍ୟାଗ କରିଥିଲେ। ତେବେ ଏହି ଆକ୍ରମଣରେ ସଂପୃକ୍ତ ୩ ଆତ୍ମଘାତୀ ଆତଙ୍କବାଦୀମାନଙ୍କ ମଧ୍ୟରେ…

କରୋନା ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ୪୨,…

କୋଚି: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବୃଦ୍ଧି ପାଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଏବେ ସୁଦ୍ଧା ୪୨ ଜଣ କରୋନା ଭାଇରସରେ ଆକ୍ତାନ୍ତ ହୋଇଛନ୍ତି। ଆଉ ଏହି ଭାଇରସରୁ ବର୍ତ୍ତି ନାହାନ୍ତି କେରଳର ଏକ ୩ ବର୍ଷର ଶିଶୁ। ଏହି ଶିଶୁଙ୍କ ନକଟରେ କୋରୋନା ପଜେଟିଭ ମିଳିଛି।…

କେରଳ: ଉପସ୍ଥାପିତ ହେଲା ବଜେଟ,…

ଥିରୁଅନନ୍ତପୁରମ: କେରଳ ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି। ହେଲେ ଗଣମାଧ୍ୟମରେ ବଜେଟକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବଜେଟ ଅଭିଭାଷଣ ବୁକଲେଟର କଭର ପେଜକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ବଜେଟ ବୁକଲେଟର କଭର ପେଜରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ବେଳର ଏକ ସ୍କେଚ ଛାପିଛନ୍ତି କେରଳ…

Viral Video ଗର୍ଭଗୃହରେ ମୁସଲମାନ:…

କୋଲାର: କର୍ଣ୍ଣାଟକର ଏକ ହିନ୍ଦୁ ମନ୍ଦିରରେ ଜଣେ ମୁସଲମାନ ବ୍ୟକ୍ତି ପ୍ରବେଶ କରିଥିବାର ଭିଡିଓ ଗତକାଲି ଠାରୁ ଭାଇରାଲ ହେବାରେ ଲାଗିଛି। କର୍ଣ୍ଣାଟକର କୋଲାର ଠାରେ ଥିବା ଏକ ମନ୍ଦିରରେ ଜଣେ ମୁସଲମାନ ବ୍ୟକ୍ତି ଗର୍ଭଗୃହ ଭିତରେ ତଳେ ଶୋଇଥିବାର ଦେଖାଯାଉଛି। କନ୍ନଡ଼ ଭାଷାରେ ସେ 'ମୋ ମୁଣ୍ଡ କାଟ' ବୋଲି…

କେରଳ: ରାଜ୍ୟପାଳ ପଢ଼ିଲେ ସିଏଏ ବିରୋଧୀ ଏକ…

ଥିରୁଭନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ କେରଳ ବିଧାନସଭାରେ ବଜେଟ ଅଧିବେଶନ ସମୟରେ ଦେଖିବାକୁ ମିଳିଛି ହଙ୍ଗାମା। ଆଜି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ଙ୍କ ସହ ବିଧାନସଭା ଆସିଥିବା ରାଜ୍ୟପାଳଙ୍କୁ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌…