Odisha Link
Bridging the Missing Links in Odisha
Browsing Tag

Khurda

ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ୍ ଜବତ

ଖୋର୍ଦ୍ଧା : ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ୍ ଜବତ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୋଡିପଡା ଟୋଲ୍ ଗେଟ୍ ନିକଟରେ ଜବତ କଲା ପୁଲିସ । ୭୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା…

ତହସିଲଦାରଙ୍କୁ ଆକ୍ରମଣ, ପଥର ନେଇ ମାଫିଆ…

ଜଟଣି: ଖଣି ମାଫିଆମାନେ ଜଟଣି ତହସିଲଦାରଙ୍କୁ ଆକ୍ରମଣ କରି ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ତେବେ ଏହି ଆକ୍ରମଣରୁ ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ବେଆଇନ ପଥର ଟ୍ରାକ୍ଟରକୁ ଜବତ କରିବା ସମୟରେ ମାଫିଆମାନେ ଆକ୍ରମଣ କରିଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ…

ଲାଞ୍ଚ ମାଗି ମହିଳା ଏସ୍‌ଆଇ ନିଲମ୍ବିତ

ଖୋର୍ଦ୍ଧା : ଥାନା ଏସଆଇ ଲାଞ୍ଚ ମାଗିବା ଅଡିଓ ଭାଇରାଲ୍ ଖବର ପ୍ରସାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। ଏସଆଇ ସୁଜାତା ପଲେଇଙ୍କୁ ନଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍‌ପି । ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଜଣେ ଯୁବକ ତାଙ୍କ ସାଙ୍ଗଙ୍କ ସହ ପ୍ରେମିକାଙ୍କୁ…

 ଜାନୁଆରୀ ୯ରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ…

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ସର୍କିଟ୍‌ ହାଉସ୍‌ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା-୨୦୧୯-୨୦ର ଚୂଡ଼ାନ୍ତ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ବେହେରା…

ଆତ୍ମସମର୍ପଣ କଲା ଖଣି ମାଫିଆ

ଖୋର୍ଦ୍ଧା : ବେଆଇନ ପଥର ଖାଦାନ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଆକ୍ସନ ମୋଡକୁ ଆସିବା ପରେ ଆତଙ୍କିତ ହେଲେଣି ପଥର ଖଣି ମାଫିଆ। ଗତକାଲି ଜଣଙ୍କୁ ଗିରଫ କରିବା ପରେ ଆଜି ଭୟ ଆଉ ଆତଙ୍କରେ କୋର୍ଟରେ ଆତ୍ମସମର୍ପଣ କରିଛି ଅନ୍ୟ ଜଣେ ମାଫିଆ। ଆତ୍ମ ସମର୍ପଣ କରିଥିବା…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାରେ…

ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲାଟ୍‌ର ଲଢ଼େଇ, ବୁଲେଟ୍‌ରେ ନୁହେଁ। ଏହି ଘଟଣା ନେଇ ମୁଁ ପୁଲିସ୍‌…

ଖୋର୍ଦ୍ଧରେ ବିଜେପି ନେତା ହତ୍ୟା ଘଟଣାକୁ…

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧାର ନବୀନବାଗ ଠାରେ ଜଣେ ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଘଟଣା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି। ଟୁଇଟ୍‌ କରି…

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳିକରି…

ଖୋର୍ଦ୍ଧା: ଖୋର୍ଦ୍ଧାର ପ୍ରମୁଖ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ।ସେ ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ଥିଲେ। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଖୋର୍ଦ୍ଧାର ନବୀନାବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା…

ଛିଡ଼ୁନି ବିଜେଡି ଗଣିତ- ଚିଲିକା,…

ଭୁବନେଶ୍ବର: ବିଧାନସଭା ନିର୍ବାଚନ ଲାଗି ଆଜି ବିଜୁ ଜନତା ଦଳର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଖୋର୍ଦ୍ଧା, ଚିଲିକା ଓ ବୋଲଗଡ଼-ବେଗୁନିଆ ଲାଗି ପ୍ରାର୍ଥୀ ଏଯାଏଁ ଘୋଷଣା ହୋଇନାହିଁ। ଏହି ତିନି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ଆଭାସ ମିଳୁଥିବା ବେଳେ କିଏ ପ୍ରାର୍ଥୀ…