Odisha Link
Bridging the Missing Links in Odisha
Browsing Tag

killed

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଓଏଲ୍ ବ୍ୟୁରୋ : ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବରରୁ ଜଣା ପଡିଛି। ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏହି ଅଭାବନୀୟ ଘଟଣା ଘଟିଛି ନିମାପଡା ଥାନା ଦିଘାଲ ବସ୍ତିରେ। ରାଗ ଜର୍ଜରିତ ହୋଇ ସ୍ତ୍ରୀର ଗଳାକାଟି ସ୍ୱାମୀ ହତ୍ୟା କରିଥିବା ଜଣା ପଡିଛି। ସୂଚନା ଅନୁସାରେ, ପାରିବାରିକ କଳହରୁ ସ୍ୱାମୀ ଏଭଳି…

କୁଳମଣି ବରାଳ ହତ୍ୟା ମାମଲା, ୧୨ ଜଣଙ୍କ…

କଟକ: ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣା। ହତ୍ୟା ମାମଲା ନେଇ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ରୁଜୁ କରାଯାଇଛି। କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଥାନାରେ ଏନେଇ ଏତଲା ଦେଇଛନ୍ତି। ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁରେ ଏତଲା ନିଆଯାଇଛି। ଏହି ମାମଲାରେ…

୫ ଶହ ଟଙ୍କା ପାଇଁ ପିଟି ପିଟି ମାରିଦେଲେ!

ମୟୂରଭଞ୍ଜ: ୫ ଶହ ଟଙ୍କା ପାଇଁ ଜଣେ ନାବାଳକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗ୍ରାମରେ। ପଡେ଼ାଶୀ ଘରୁ ୫ ଶହ ଟଙ୍କା ଚୋରି ପାଇଁ ନାବାଳକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳକ…

ମନ୍ଦିର ଭିତରେ ଦୁଇ ସାଧୁଙ୍କୁ ହତ୍ୟା

ବୁଲନ୍ଦସହର: ମହାରାଷ୍ଟ୍ରର ପାଲଘର ଠାରେ ସଂଘଟିତ ନାରକୀୟ ହିଡ଼ହିଂସାରେ ଦୁଇ ସାଧୁଙ୍କ ମୃତ୍ୟୁ ଖବର ମନରୁ ନ ଲିଭୁଣୁ ଉତ୍ତର ପ୍ରଦେଶରେ ପୁଣି ୨ ଜଣ ହିନ୍ଦୁ ସାଧୁଙ୍କ ହତ୍ୟାଘଟଣା ସାମନାକୁ ଆସିଛି। ସ୍ଥାନୀୟ ଏକ ମନ୍ଦିରରେ ଗତକାଲି ରାତିରେ ଜଣେ ଚୋର ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି ଦୁଇ ସାଧୁ। ଆଜି…

ସାଙ୍ଗମାନେ ମାରି ଦେଲେ !

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗାଁରେ ଜଣେ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ଲକ୍ଷ୍ମୀକାନ୍ତ କଲେତ। ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମୀକାନ୍ତ ଓ ତାଙ୍କ ସାଙ୍ଗମାନେ ଦାଦନ ଯିବାକୁ ଥିବାରୁ ଗତକାଲି ସେମାନେ ଏକ ଭୋଜିର ଆୟୋଜନ କରିଥିଲେ। ତେବେ ବିଳମ୍ୱିତ…

କୁକୁଡ଼ା ପାଇଁ ନାବାଳକକୁ ପିଟି ପିଟି…

ରାଉରକେଲା : ରାଉକେଲା ହାତୀବାରୀ ଥାନା ଅନ୍ତର୍ଗତ ଗୋପୁର ଗୁମ୍ଭାରପଡ଼ା ଗାଁରେ ସୋବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାଧାରଣ କୁକୁଡ଼ା ପାଇଁ ଜଣେ ପଡ଼ୋଶୀ ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, କୁକୁଡ଼ା ମୃତ୍ୟୁକୁ ନେଇ ଉତ୍ତକ୍ଷିପ୍ତ ହୋଇ…