Odisha Link
Bridging the Missing Links in Odisha
Browsing Tag

kiss

ଚୁମା ଦେବାରୁ ଚାଲିଗଲା ମନ୍ତ୍ରୀ ପଦ

ଲଣ୍ଡନ: ସହକର୍ମୀଙ୍କୁ ଚୁମା ଦେଇ ହରଡଘଣାରେ ମନ୍ତ୍ରୀ। ବିବାଦ ବଢ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକକ୍।ସେ ଜଣେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ-୧୯ ପ୍ରୋଟୋକଲ ଭାଙ୍ଗିଥିଲେ। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ଚାରିଆଡୁ…

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ…

ଭୁବନେଶ୍ୱର: ଆତ୍ମନିର୍ଭର ଭାରତର ସଫଳ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ୍‍ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କିସ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ରବିବାର ଭର୍ଚୁଆଲ୍‍ରେ ଅନୁଷ୍ଠିତ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ…

କିସ୍‍ରୁ ମାଟ୍ରିକ୍‍ ପାସ୍ କଲେ ଦାନ…

ଭୁବନେଶ୍ୱର: ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍‍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ…

ସତ୍ୟ ଏସ୍‍ ତ୍ରିପାଠୀ ହେଲେ କିସ୍‍…

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦପଦବୀରେ ବିଶିଷ୍ଟ ଲବ୍‍ଧ ପ୍ରତିଷ୍ଠିତ ବ୍ୟକ୍ତି ତଥା ଶିକ୍ଷାବିତ୍‍ ଯୋଗ ଦେଇଛନ୍ତି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା ସୁନାମ ଧନ୍ୟ ଓଡ଼ିଆ ପୁଅ କଟକ ଜିଲ୍ଲାର ଅଧିବାସୀ ସତ୍ୟ ଏସ୍‍ ତ୍ରିପାଠୀ କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ…

ରାଗରେ ମାଲିକଙ୍କୁ ଦେଲେ ଚୁମା

ଇସଲାମବାଦ: ରାଗ ଶାନ୍ତ କରିବାକୁ ଯାଇ ମାଲିକଙ୍କୁ ଦେଲେ ଚୁମ୍ବନ। ଜଣେ ଅଫିସର୍‌‌କୁ ଜବରଦସ୍ତି ଚୁମ୍ବନ ଦେଲେ ସେହି ଅଫିସ୍‌ରେ କାମ କରୁଥିବା ଜଣେ କର୍ମଚାରୀ। ଏଭଳି ହାସ୍ୟାସ୍ପଦ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ପାକିସ୍ତାନର ଇସଲାମବାଦ ସହରରେ। ପ୍ରତିଶୋଧ ପରାୟଣ ହୋଇ ଇସଲାମବାଦ…

କର୍ପୋରେଟ୍‌ ପାଣ୍ଠି ବିବାଦ: ବିଶ୍ବ…

ଭୁବନେଶ୍ବର: ବିଶ୍ବର ସବୁଠୁ ବଡ଼ ଆଦିବାସୀ ବିଶ୍ବବିଦ୍ୟାଳୟ କହାଯାଉଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ (KISS) ପରିସରରେ ୨୦୨୩ ମସିହାରେ ହେବାକୁ ଥିବା ୧୯ତମ ବିଶ୍ବ ନୃତତ୍ବ ମହାସଭା (World Anthropology Congress 2023) ଅନୁଷ୍ଠିତ ହେବାଲାଗି ସ୍ଥିର ହୋଇଥିଲା। ୨୦୧୮ ମସିହାରୁ…

କିସ୍‌ର ସଫଳତା: ମାଟ୍ରିକ ପରୀକ୍ଷାରେ…

ଭୁବନେଶ୍ବର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ୍)ର ଛାତ୍ରଛାତ୍ରୀ ପୁଣି ଥରେ ବାଜିମାତ କରିଥିବା ବେଳେ ୩୫୦ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି। କିସ୍‌ର ପାସ ହାର ୯୮ ପ୍ରତିଶତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ପାସ ହାର ୭୮.୭୬ ପ୍ରତିଶତ ରହିଛି।…

ପୁଲିସକର୍ମୀଙ୍କ ଜୋତା ସଫା କରି ଚୁମ୍ବନ…

ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ସାଂସଦଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହୋଇଛି। ୱାଇଏସଆର କଂଗ୍ରେସର ସାଂସଦ ଗୋରନ୍ତଲା ମାଧବ ଜଣେ ସହିଦ ପୁଲିସ କର୍ମଚାରୀଙ୍କ ଜୋତାକୁ ସଫା କରିବା ସହ ଚୁମ୍ବନ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଏବେ…