Odisha Link
Bridging the Missing Links in Odisha
Browsing Tag

Kolkata

କ୍ଷୀର ପାଇଁ ଘରୁ ବାହାରିଥିଲେ, ପୁଲିସ…

କୋଲାକାତା: ପୁଲିସ ମାଡ଼ରେ ଜଣେ ୩୨ ବର୍ଷିୟ ଯୁବକଙ୍କର ମୃତ୍ୟୁ ହୋଇଛି। ଲକ୍‌ଡାଉନ୍‌ ସମୟରେ ସେ କ୍ଷୀର କିଣିବାକୁ ଘରୁ ବାହାରକୁ ବାହାରିଥିଲେ। ପୁଲିସ ମାଡ଼ରେ ଗରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଡାକ୍ତ ସେଠାରେ ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ। ହାଓଡ଼ା ବାସିନ୍ଦା…

କରୋନା ଭାଇରସ୍ ସନ୍ଦେହରେ କୋଲକାତାରେ…

କୋଲକାତା: କରୋନା ଭାଇରସ୍ ସନ୍ଦେହରେ କୋଲକାତାରେ ଭାରତର ପ୍ରଥମ ସାମୁଦ୍ରିକ ମହିଳା ପାଇଲଟ୍। ସେ ଜ୍ୱର ଓ କାଶରେ ରୋଗରେ ପୀଡିତ। ତେଣୁ ତାଙ୍କୁ କୋଲକାତାର ଆଇଡି ଏବଂ ବିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିରୀକ୍ଷଣ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଯେଉଁଠାରେ ସନ୍ଦେହଜନକ COVID-19…

କୋଲକାତାଠାରେ ସାଧାରଣତନ୍ତ୍ର ଦିବସ ପାଳିତ

କୋଲକାତା : ଓଡ଼ଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା କୋଲକାତାରେ ଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ସଂଗଠନ ଉତ୍କଳୀୟ ମିଳିତ ମଂଚର ଉଦ୍ୟମରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସେଦିନ ପୂର୍ବାହ୍ନରେ ବି.ବି. ଗାଙ୍ଗୁଲି ଷ୍ଟ୍ରୀଟ୍‌ସ୍ଥିତ ଉଦାହନ୍‌ ଶିଶୁ ପାର୍କ…

କୋଲକାତା: ସିଏଏ ସପକ୍ଷରେ ବିଜେପିର ରାଲି,…

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ ଜଣାଇ କୋଲକାତାରେ ରାଲି କରିଛି ଭାରତୀୟ ଜନତା ପାର୍ଟି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଏହାପରେ ନଡ୍ଡା ଏକ ବିଶାଳ ରାଲିରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ରାଲିର ଶେଷରେ ଏକ ସଭାର ଆୟେଜନ…

ସିଏଏ ବିରୋଧରେ ମମତା କଲେ ରାଲି

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ବିରୋଧ ଦେଖିବାକୁ ମିଳିଛି। ଆଜି ସିଏଏକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ନାରାଦେଇ ମମତା ବାନାର୍ଜୀ ନିଜ ସମର୍ଥକଙ୍କ ସହ ରାଲିରେ ବାହାରିଛନ୍ତି। ଆମ୍ବେଦକର ଷ୍ଟ୍ରିଟରୁ ଟାଗୋର ହାଉସ ପର୍ଯ୍ୟନ୍ତ ଏହି ରାଲିର ଆୟୋଜ କରାଯାଇଛି। ଏଥିସହିତ…

ଡିସେମ୍ବରରେ ହେବ ଆଇପିଏଲ ଖେଳାଳି ନିଲାମ,…

ମୁମ୍ବାଇ: ଆସନ୍ତା ଡିସେମ୍ବର ୧୯ରେ ୨୦୨୦ ଆଇପିଏଲ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ହେବ। ପ୍ରତିବର୍ଷ ବେଙ୍ଗାଲୁରୁରେ ନିଲାମ ପ୍ରକ୍ରିୟା ହେଉଥିବା ବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେବ। ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଜଣେ ସଦସ୍ୟ କହିଛନ୍ତି, “ପ୍ରଥମଥର ପାଇଁ ବେଙ୍ଗାଲୁରୁ ବଦଳରେ…

ଆରଏସ୍‌ଏସ୍‌ କର୍ମୀଙ୍କ ସମେତ ତାଙ୍କ…

କୋଲକାତା: ଆରଏସ୍‌ଏସ୍‌ର ଜଣେ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ୮ ବର୍ଷୀୟ ପୁଅଙ୍କ ମୃତଦେହ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩୫ ବର୍ଷୀୟ ଏହି ଆରଏସ୍‌ଏସ୍‌ କର୍ମୀଙ୍କ ନାଁ ବନ୍ଧୁ ଗୋପାଲ ପଲ। ସେ ଏକ ପ୍ରାଥମିକ ସ୍କୁଲରେ…

କୋଲକାତାରେ ୫ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : କୋଲକାତା ଧୂଲାଗଡ଼ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ସୂଚନା ମିଳିଛି। ହେଲେ…