Odisha Link
Bridging the Missing Links in Odisha
Browsing Tag

kotia case

କୋଟିଆରେ ବନ୍ଦ ହେବ ଆନ୍ଧ୍ରର ନିର୍ବାଚନ

କଟକ: କୋଟିଆରେ ଆନ୍ଧ୍ରର ନିର୍ବାଚନ ହେବନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର କରୁଥିଲା ନିର୍ବାଚନ। ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ନିର୍ବାଚନ କରିବାକୁ ବାରମ୍ବାର ପ୍ରୟାସ କରିଛି। ଗତ କିଛି ମାସ…

କୋଟିଆ ପ୍ରସଙ୍ଗ: ଆଇନଗତ ସହାୟତ ମାଗିଲେ…

ଭୁବନେଶ୍ବର: କୋଟିଆରେ ଆନ୍ଧ୍ରର ଜବରଦଖଲ ପ୍ରସଙ୍ଗରେ ଆଇନଗତ ସହାୟତ ଲୋଡ଼ିଛନ୍ତି ଓଡିଶା ସରକାର। କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡ଼ିଛନ୍ତି ସରକାର। ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ଆଇନଗତ ସହାୟତା…

କୋଟିଆରେ ଆନ୍ଧ୍ରର ନିର୍ବାଚନ, ଦସ୍ତାବିଜ…

କୋରାପୁଟ: କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ତରଫରୁ ନିର୍ଦ୍ଦେଶ। ସୁପ୍ରିମକୋର୍ଟରେ ଏହି ମାମଲାର ବିଚାରାଧୀନ ଶୁଣାଣି ପୂର୍ବରୁ ସମସ୍ତ ଦସ୍ତାବିଜ ପ୍ରସ୍ତୁତ ରଖିବାକୁ ରାଜସ୍ୱ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ସୁପ୍ରିମକୋର୍ଟରେ ଏହି…

ହାଇକୋର୍ଟ ଗଲା ‘କୋଟିଆ’ ପ୍ରସଙ୍ଗ

ବ୍ରହ୍ମପୁର: ହାଇକୋର୍ଟ ଗଲା ‘କୋଟିଆ’ ମାମଲା। କୋଟିଆରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ମାମଲା ଦାୟର ହୋଇଛି। ଜନସ୍ୱାର୍ଥ ମାମଲା ଦାୟର କରିଛି ଭାରତୀୟ ବିକାଶ ପରିଷଦ। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ନେଇ ମାମଲାରେ ଅପିଲ କରାଯାଇଛି। ସୀମା ସୁରକ୍ଷା…