Odisha Link
Bridging the Missing Links in Odisha
Browsing Tag

Lata Mangeshkar

୯୧ ବର୍ଷରେ ପାଦ ଥାପିଲେ କୋକିଳ କଣ୍ଠୀ…

ଭୁବନେଶ୍ବର: ଭୁବନେଶ୍ବର: ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକରଙ୍କର ଆଜି ଜନ୍ମଦିନ। ଆଜି ସେ ୯୧ ବର୍ଷରେ ପାଦ ଥାପିଛନ୍ତି। ଆଜି ଲତାଙ୍କୁ ତାଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି। ଭରତ ରତ୍ନ 'ଲତା ମଙ୍ଗେଶକର ୩୬ ଟି ଭାଷାରେ ୫୦ ହଜାରରୁ…

ପ୍ରଧାନମନ୍ତ୍ରୀଙ୍କୁ ଲତା ମଙ୍ଗେସକରଙ୍କ…

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଅଡିଓ ବାର୍ତ୍ତା ପଠାଇଛନ୍ତି ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର। ୧ ମିନିଟ୍‌ ୨୩ ସେକେଣ୍ଡର ଏ ଅଡିଓ ବାର୍ତ୍ତା ସହ ଲତା ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କିଛି ଫଟୋ ମଧ୍ୟ ଛାଡ଼ିଛନ୍ତି। ଲତା କହିଛନ୍ତି, 'ନରେନ୍ଦ୍ର ଭାଇ,ଆଜି ରାକ୍ଷୀର ଏ…

ଘରକୁ ଫେରିଲେ ଲତା , ଡ଼ାକ୍ତରଙ୍କୁ…

ମୁମ୍ବାଇ : ବଲିଉଡ଼ର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍‌ ଙ୍କର ଦେହ କିଛିିଦିନ ହେବ ବହୁତ ଖରାପ ଥିଲା । ପ୍ରାୟ ୨୮ଦିନ ହେବ ଡ଼ାକ୍ତରଖାନାରେ ରହିବ ପରେ ସେ ଗତକାଲି ଘରକୁ ଫେରିଛନ୍ତି । ନିଜେ ଲତା ସୁସ୍ଥ ହେବା ଖବର ସୋସିଆଲ ମିଡିଆ ଜରିଆରେ ସେୟାର କରି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀଦଳକୁ…

ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉଦ୍ଧବ

ମୁମ୍ୱାଇ: ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ସାକ୍ଷାତ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ସେ ମୁମ୍ୱାଇ ସ୍ଥିତ ବ୍ରିଚ କାଣ୍ଡେ ହସ୍ପିଟାଲ ପହଞ୍ଚି ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ନଭେମ୍ୱର ୧୧ରୁ ଲତା ମଙ୍ଗେସକର (୯୦) ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।…

ହସ୍ପିଟାଲ୍ ରେ ଲତା ମଙ୍ଗେସକର

ଭୁବନେଶ୍ବର : ସୁରର ରାଗିଣୀ ଲତା ମଙ୍ଗେସକର ଅନେକ ଗୀତ ଗାଇ ଲୋକଙ୍କ ମନ କିଣି ନେଇଛନ୍ତି । ସେ ୧୦୦୦ରୁ ଉର୍ଦ୍ଧ ହିନ୍ଦି ଗୀତରେ କଣ୍ଠ ଦାନ କରିବା ସହ ଭାରତ ରତ୍ନ ସମ୍ମାନର ସମ୍ମାନିତ ହୋଇଛନ୍ତି । ଲତା ମଙ୍ଗେସକର ୧୯୨୯ ମସିହା ୨୮ ସେପ୍ଟେମ୍ବର ରେ ଇନ୍ଦୋରର ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ ।…

୯୦ ବର୍ଷ ବୟସରେ ପାଦ ଥାପିଛନ୍ତି କୋକିଳ…

ଭୁବନେଶ୍ବର :ବଲିଉଡର କୋକିଳ କଣ୍ଠି ଲତା ମଙ୍ଗେସକରଙ୍କର ଆଜି ଜନ୍ମଦିନ।ସେ ୯୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଲତା ମଙ୍ଗେସକର ୧୯୨୯ ମସିହା ୨୮ ସେପ୍ଟେମ୍ବର ରେ ଇନ୍ଦୋରର ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଛନ୍ତି।ତାଙ୍କ ପାତାଙ୍କ ନାମ ପଣ୍ଡିତ ଦିନଦୟାଲ ମଙ୍ଗେସକର । ଲତାଙ୍କ ପିତା ରଙ୍ଗମଞ୍ଚର କଳାକାର…