Odisha Link
Bridging the Missing Links in Odisha
Browsing Tag

Loot Case

ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର…

ପାଟଣା: ଗ୍ରୋସରୀ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଗୋଟେ ଫ୍ରିଜ୍ ଲୁଟିନେଇଛନ୍ତି ଦୁର୍ବୁତ୍ତ। ଏହି ଲୁଟ ଗତ ବିଳମ୍ବିତ ରାତିରେ ଢେଙ୍କିକୋଟ-ପାଟଣା ରାସ୍ତାର ମଙ୍ଗଳପୁର ଛକରେ ଘଟିଛି। ଦୋକାନ ମାଲିକ ପାଟଣା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ…

ପୁଣି ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍

ନବରଙ୍ଗପୁର: ରାଜ୍ୟରେ ଦିନ କୁ ଦିନ ବଢ଼ୁଛି ଲୁଟ୍। ଲୁଟେରାଙ୍କ ନଜରରେ ରହିଛନ୍ତି ଗହଣା ବ୍ୟବସାୟୀ। ଆଜି ନବରଙ୍ଗପୁରରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଭାର୍ଷୁଣ୍ଡିଠାରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଲୁଟେରା । ବ୍ୟବସାୟୀ ଆଶାରାମ…

ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ

ନବରଙ୍ଗପୁର: ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଅନ୍ତର୍ଗତ ଚକଲାପଦର ଘାଟି ପାଖରେ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଚଚା ଗ୍ରାମର ରାଜେନ୍ଦ୍ରୀ ସିଂହ ଯାଦବ ଏବଂ ମନ ମାଝୀ ଦୁହେଁ ମିଶି ଏକ ବାଇକ ଯୋଗେ କଂଗ୍ରା…

IIFL ଲୁଟ୍‌ ଘଟଣା, ବାହା ବେଦୀରୁ ବରକୁ…

କଟକ: ବାହା ବେଦୀରୁ ବରକୁ ଟେକିନେଲା ପୁଲିସ୍‌। କଟକ ନୟାସଡ଼କସ୍ଥିତ IIFL ଫାଇନାନ୍ସ କମ୍ପାନୀରୁ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଲୁଟ୍ ଘଟଣାରେ ପୁଲିସ୍‌ କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କୁ ଗିରଫ କରିଛି। ଗତ ରାତିରେ ବିବାହ ବେଦୀକୁ ଯାଉଥିବା ବେଳ ପୁଲିସ୍…

ଲୁଟ୍‌ ମାମଲାରେ ୧୦ ଲକ୍ଷ ଜବତ, ୯ ଗିରଫ

କୁଚିଣ୍ଡା: ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟ ଘଟଣାରେ କୁଚିଣ୍ଡା ପୁଲିସ ଜଣେ ନାବାଳକ ସମେତ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୧୦ ଲକ୍ଷ ୯ ହଜାର ଟଙ୍କା ସହ ସୁନା ଗହଣା ଜବତ କରିଛି। ଏଥିସହ ଅଭିଯୁକ୍ତମାନଙ୍କ ଠାରୁ କଟୁରୀ, ଛୁରା, ୭ଟି ବାଇକ, ୮ଟି ମୋବାଇଲ ଓ…

ଦିଲ୍ଲୀରୁ ଚୋରି ବାଲେଶ୍ବରରେ ଗିରଫ

ବାଲେଶ୍ବର : ଦିଲ୍ଲୀରୁ ଚୋରି ହୋଇଥିବା ଦଶ ଲକ୍ଷ ଟଙ୍କାର ଅଳଙ୍କାର ଚୋରକୁ ଶୁକ୍ରବାର ଓଡିଶାରୁ ଗିରଫ ହୋଇଛି । ସୋର ଥାନା ଅନ୍ତର୍ଗତ ମଙ୍ଗଳପୁର ରଘୁନାଥପୁରରୁ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲେ କରୁଣାକର ଦାସ । ତାଙ୍କୁ କୋର୍ଟରେ ହାଜର କରିବା ପରେ ଦିଲ୍ଲୀ ନିଆଯାଇଛି । ଅଭିଯୁକ୍ତ କରୁଣାକର…